www.samajalive.in
Friday, December 12, 2025
16.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଶପଥ ନେଲେ ନବନିଯୁକ୍ତ ରାଜ୍ୟପାଳ ହରିବାବୁ କମ୍ଭମ୍‌ପତି.. ଶପଥପାଠ କରାଇଲେ ହାଇକୋର୍ଟ ମୁଖ୍ୟ ବିଚାରପତି.. ରାଜଭବନରେ ଶପଥପାଠ କାର୍ଯ୍ୟକ୍ରମ ଆୟୋଜିତ..

ପ୍ରବାସୀ ଭାରତୀୟ ଦିବସ ବ୍ୟାଘତ ପାଇଁ ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁର ଧମକପୂର୍ଣ୍ଣ ମେଲ..

- Advertisement -

ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କ ମେଲକୁ ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ ଧମକପୂର୍ଣ୍ଣ ମେସେଜ ଦେଇଛି..

ରାଉରକେଲା: ଗଞ୍ଜେଇ ଓ ବ୍ରାଉନସୁଗାର କାରବାର ନେଇ ବଡ଼ ଧରଣର ଚଢ଼ାଉ, ଏସପି ଓ ଡିଏସପିଙ୍କ ନେତୃତ୍ୱରେ ଚାଲିଛି ବଡ଼ ଧରଣର ରେଡ..

୪ ଜାନୁଆରୀରେ ବୁଧ ଚଳନ; ଏହି ୫ ରାଶି ହେବେ ମାଲାମାଲ୍‌, ମିଳିବ ହଠାତ୍‌ ଧନ, ଖୋଲିବ ବନ୍ଦ ଭାଗ୍ୟର ତାଲା..

ସିଡ୍‌‌ନୀ ଟେଷ୍ଟରେ ବାଦ ପଡ଼ିଲେ ଅଧିନାୟକ ରୋହିତ ଶର୍ମା, ଦୁର୍ବଳ ଫର୍ମ ପାଇଁ ରୋହିତଙ୍କୁ ବାଦ ଦିଆଯାଇଥିବା ସୂଚନା..

୬ଟି ଇନିଂସରୁ ୩୧ ରନ କରିବାକୁ ନେଇ କୋଚ ଗମ୍ଭୀର ଖପ୍ପା, ରୋହିତଙ୍କ ସ୍ଥାନରେ ନେତୃତ୍ୱ ନେଇଛନ୍ତି ଯଶପ୍ରୀତ ବୁମରା..

ଜାଣନ୍ତୁ କାହିଁକି ହୁଏ ବିବାହରେ ବିଳମ୍ବ, କେଉଁ ବୟସରେ ହେବ ଆପଣଙ୍କ ବିବାହ..

କୋଇଡ଼ା: ଜଙ୍ଗଲ ରାସ୍ତା ପାର ହେଲାବେଳେ ହାତୀ ଆକ୍ରମଣରେ ବୃଦ୍ଧ ମୃତ, ବରସୁଆଁ ରେଞ୍ଜ ବନ୍ଦଲ ଗାଁ ନିକଟ ଜଙ୍ଗଲରେ ଅଘଟଣ..

କଣ୍ଟାବାଞ୍ଜି: ପାଚେରୀ ଭାଙ୍ଗି ମଣ୍ଡିରେ ପଶିଲେ, ଧାନ ଖାଇଲେ ହାତୀ, ମୁରିବାହାଲ ବ୍ଲକ ବଡ଼ସାଇମରା ମଣ୍ଡିରେ ୧୩ ଟିକିଆ ହାତୀଙ୍କ ଉତ୍ପାତ, ୫୦ରୁ ଅଧିକ ବସ୍ତା ଧାନ ଖାଇବା ସହ ଧାନ ନଷ୍ଟ କଲେ ହାତୀ ପଲ..

ଅଇଁଠାପାଲିରେ ମଣପୁରମ୍‌ ଗୋଲ୍ଡରୁ ବିପୁଳ ସୁନା ଅଳଙ୍କାର ଲୁଟ୍‌

ମୋତେ ନୁହେଁ ବଡ ଭଉଣୀକୁ.. ଏଥିପାଇଁ ମାଆକୁ ଛୁରୀ ଭୁସି ହତ୍ୟା କଲା ଝିଅ..

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories