ମୋତେ ନୁହେଁ ବଡ ଭଉଣୀକୁ.. ଏଥିପାଇଁ ମାଆକୁ ଛୁରୀ ଭୁସି ହତ୍ୟା କଲା ଝିଅ..

ମୁମ୍ବଇ : ମୁମ୍ବଇର ଚୁନାଭଟ୍ଟୀ ପୁଲିସ ଷ୍ଟେସନ ନିକଟରେ ସ୍ଥିତ କୁରେଶୀ ନଗରରେ ଏକ ହତ୍ୟାକାଣ୍ଡ ଘଟଣା ହଇଚଇ ସୃଷ୍ଟି କରିଛି । ଝିଅ ନିଜ ୬୨ ବର୍ଷୀୟ ମାଆକୁ ହତ୍ୟା କରିବା ପରେ ଥାନାକୁ ଯାଇ ନିଜ ଦୋଷ ସ୍ୱୀକାର କରିଛି । ମିଳିଥିବା ସୂଚନାନୁଯାୟୀ, ଅଭିଯୁକ୍ତ ଯୁବତୀଙ୍କୁ ଅନୁଭବ ହେଉଥିଲା, ମାଆ ତାକୁ କମ୍‌ ସ୍ନେହ କରୁଥିଲେ ଓ ବଡ ଭଉଣୀକୁ ଅଧିକ ସ୍ନେହ କରୁଥିଲେ । ମୃତ ମହିଳାଙ୍କ ନାମ ସବୀରା ଓ … Continue reading ମୋତେ ନୁହେଁ ବଡ ଭଉଣୀକୁ.. ଏଥିପାଇଁ ମାଆକୁ ଛୁରୀ ଭୁସି ହତ୍ୟା କଲା ଝିଅ..