www.samajalive.in
Friday, December 12, 2025
15.1 C
Bhubaneswar

ଦେଖନ୍ତୁ ଭିଡିଓ; ପେଟ୍ରୋଲ ପମ୍ପରେ ନିଆଁ ଜାଳି ସେକି ହେଲେ, ତା’ପରେ..

ନୂଆଦିଲ୍ଲୀ : ଅଧିକାଂଶ ସମୟରେ ପେଟ୍ରୋଲ ପମ୍ପରେ ଆସୁଥିବା ଲୋକଙ୍କୁ ଫୋନ୍‌ ବ୍ୟବହାର ଠାରୁ ଆରମ୍ଭ କରି ଦିଆସିଲି ବ୍ୟବହାର କରିବାକୁ ମଧ୍ୟ ବାରଣ କରାଯାଏ । ଏହାର ମୁଖ୍ୟ କାରଣ ହେଉଛି ପେଟ୍ରୋଲ, ଡିଜେଲ ଆଦି ତୈଳ ଅତ୍ୟନ୍ତ ଜ୍ୱଳନଶୀଳ ପଦାର୍ଥ । ଯାହା ଆଖି ପିଛୁଳାକେ ନିଆଁକୁ ଧରି ନେଇଥାଏ । ଏହି କାରଣରୁୁ ହିଁ ପେଟ୍ରୋଲ ପମ୍ପରେ ଫୋନ୍‌ ବ୍ୟବହାର, ସିଗରେଟ୍‌ ଆଦି ନପିଇବାକୁ ସଚେତନ ପାଇଁ ପୋଷ୍ଟର ମଧ୍ୟ ଲଗାଯାଏ । ଏହାପରେ ମଧ୍ୟ ଲୋକେ ଏଭଳି କିଛି କରି ଥାନ୍ତି ଯାହା ସହଜରେ ବିଶ୍ୱାସ କରି ହୁଏ ନାହିଁ । ନିକଟରେ ଏଭଳି ହିଁ ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି । ଯାହା ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଭିଡିଓକୁ ଦେଖି ନିଜ ଆଖିକୁ ମଧ୍ୟ ବିଶ୍ୱାସ କରିବେ ନାହିଁ ।

- Advertisement -

କିଛି ଲୋକେ ପେଟ୍ରୋଲ୍‌ ପମ୍ପରେ ନିଆଁ ଜଳାଇ ସେକି ହେଉଥିବା ଦେଖିପାରିବେ ।
ଭିଡିଓରେ ଦେଖିପାରିବେ କିଛି ଲୋକେ ପେଟ୍ରୋଲ୍‌ ପମ୍ପରେ ବସି ନିଆଁ ଲଗାଇ ରଖିଛନ୍ତି । ଏହାସହ ନିଆଁରେ ସେକି ହେଉଛନ୍ତି । ଭିଡିଓଟି କେଉଁ ସ୍ଥାନର ତାହାର ସ୍ପଷ୍ଟତା ମିଳି ନାହିଁ । ଏହି ଦୃଶ୍ୟକୁ ନିକଟରେ କେହି କ୍ୟାମେରାରେ କଏଦ କରିଛି । ଏହାପରେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି ।

ଖୁବ୍‌ ଖାସ୍‌ ନୂଆବର୍ଷ; ପ୍ରଥମ ସପ୍ତାହରେ ବୁଧଙ୍କ ଚଳନ, ଏହି ରାଶି ହେବେ ମାଲାମାଲ୍‌, ମିଳିବ ଚାକିରି, ସୁଖମୟ ଦାମ୍ପତ୍ୟ ଜୀବନ..

ପେଟ୍ରୋଲ୍‌ ପମ୍ପର ମେସିନ୍‌ ନିଆଁ ଠାରୁ ଖୁବ୍‌ ନିକଟରେ ଥିବା ମଧ୍ୟ ଦେଖାଯାଉଛି । ଭିଡିଓଟି ଏକ୍ସରେ ଶେୟାର ହେବା ପରେ ଲକ୍ଷ ଲକ୍ଷ ଲୋକେ ଏହାକୁ ଦେଖି ସାରିଲେଣି। ଭିଡିଓ ଦେଖିବା ପରେ ଲୋକେ ମତ ଦେଇ କହିଛନ୍ତି, ଅମର କି ଆପଣମାନେ? ଏମିତି କାମ ପାଇଁ ପୁରଷ୍କାର ମିଳିବା ଦରକାର।

ଏହି ଗ୍ରହଙ୍କ କୃପାରୁ ମିଳେ ଚାକିରି, ନୂଆବର୍ଷରେ ଚାକିରି ପାଇଁ ଜାଣନ୍ତୁ ଆପଣାଇବେ କେଉଁ ସରଳ ଉପାୟ, ହେବେ ମାଲାମାଲ୍‌..

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories