www.samajalive.in
Saturday, December 13, 2025
14.1 C
Bhubaneswar

ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ, ସାମ୍ନାକୁ ଆସିଲା ଭୟଙ୍କର ଦୃଶ୍ୟ..

ନୂଆଦିଲ୍ଲୀ : କାଜାଖସ୍ତାନରେ ଯାତ୍ରୀବାହୀ ବିମାନ କ୍ରାସ୍‌ ହୋଇଥିବା ନେଇ ବୁଧବାର ଖବର ସାମ୍ନାକୁ ଆସିଛି । ବିମାନରେ ପ୍ରାୟ ୭୦ ଯାତ୍ରୀ ଥିଲେ । ଅକତାଉ ବିମାନବନ୍ଦର ନିକଟରେ ଜରୁରୀ ଅବତରଣ ପୂର୍ବରୁ ବିମାନଟି କ୍ରାସ୍‌ ହୋଇଛି । ଦୁର୍ଘଟଣାଗ୍ରସ୍ତ ବିମାନଟି ଆଜରବୈଜାନ ଏୟାରଲାଇନ୍ସ ବୋଲି ଜଣାପଡିଛି ।

- Advertisement -

୭୦ ଯାତ୍ରୀଙ୍କୁ ନେଇ ବିମାନଟି ବାକୁରୁ ଗ୍ରଜନୀ ଯାଉଥିଲା । ଜରୁରୀ ଅବତରଣ ମାଗିବାର କିଛି ସମୟ ପୂର୍ବରୁ ହିଁ କ୍ରାସ ହୋଇଛି । ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ କେତେ ଜଣ ମୃତ ଓ ଜୀବିତ ସେନେଇ କୌଣସି ସୂଚନା ମିଳିନାହିଁ ।

ବାସ୍ତୁ: ନୂଆବର୍ଷର ପ୍ରଥମ ଦିନରେ ଆପଣାନ୍ତୁ ବାସ୍‌ ଗୋଟିଏ ସରଳ ଉପାୟ, ଚୁଟ୍‌କିରେ ବଢି ଚାଲିବ ଧନ..

୨୦୨୫ରେ ୭ଟି ରାଜଯୋଗ: ଜାଣନ୍ତୁ ମେଷ ଠାରୁ ମୀନ କେଉଁ ମାସରେ କିଏ ହେବେ ଭାଗ୍ୟଶାଳୀ, ମିଳିବ ଧନ ହେବ ବିବାହ..

ଦେଖନ୍ତୁ ଭିଡିଓ; ବିବାହ କାର୍ଡ ଦେଖି ଲୋକେ ଛାନିଆ, ବିଡି କୁମାରୀ ସହ କ୍ୟାନ୍ସର କୁମାର, ସ୍ଥାନ ଶ୍ମଶାନ ଘାଟ, ଟ୍ରେଣ୍ଡ କରୁଛି ପୋଷ୍ଟ..

Hot this week

ଜୁନାଗଡ଼-ପାଣ୍ଡୁରଙ୍ଗାପୁରମ୍‌ ନୂତନ ରେଳପଥ ମଞ୍ଜୁରୀକୁ ୯ବର୍ଷ, ସରୁନି ଜମି ଅଧିଗ୍ରହଣ

ନବରଙ୍ଗପୁର: ପଛୁଆ ଓ ଆଦିବାସୀ ଅଧ୍ୟୁଷିତ ଓଡ଼ିଶା ସହ ଛତିଶଗଡ଼ ଏବଂ...

ଜାନୁଆରୀ ୩୦ରୁ ଅନଶନରେ ବସିବେ ଆନ୍ନା

ମୁମ୍ବଇ: ବିଶିଷ୍ଟ ଗାନ୍ଧୀବାଦୀ ନେତା ତଥା ସମାଜସେବୀ ଆନ୍ନା ହଜାରେ ଜାନୁଆରୀ...

“ବଳଦଙ୍କୁ ଖାଇଗଲା ବୋଲି, ବାଘକୁ ବିଷ ଦେଇ ମାରିଦେଲି”

ବଣାଇ : ତିନି ବଳଦ ଜଙ୍ଗଲକୁ ଚରିବାକୁ ଯାଇ ଆଉ ଫେରି...

ଭେଣ୍ଟିଲେଟରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆ

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲେଦା ଜିଆଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ...

ମେସିଙ୍କୁ ଦେଖିବା ପାଇଁ ଏୟାରପୋର୍ଟରେ ଅସମ୍ଭାଳ ଭିଡ; ଦେଖନ୍ତୁ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ତିନି ଦିନିଆ ଭାରତ ଗସ୍ତରେ ଆସି କଲକାତା...

Related Articles

Popular Categories