www.samajalive.in
Wednesday, December 10, 2025
14.1 C
Bhubaneswar

ମଧ୍ୟରାତ୍ରରେ ଧରାବତରଣ କରିବେ ପ୍ରଭୁ ଯୀଶୁଖ୍ରୀଷ୍ଟ, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ଭୁବନେଶ୍ଵର: ବୁଧବାର ପବିତ୍ର ବଡ ଦିନ ବା ଖ୍ରୀଷ୍ଟ ମାସ।  ଆଜି ମଧ୍ୟରାତ୍ରରେ ଧରାବତରଣ କରିବେ ପ୍ରଭୂ ଯୀଶୁ। ଏଥିଲାଗି ରାଜ୍ୟର ବିଭିନ୍ନ ଚର୍ଚ୍ଚ ଗୁଡିକୁ ରଙ୍ଗୀନ୍ ଆଲୋକମାଳାରେ ସଜା ଯିବା ସହ ସହ ବ୍ୟାପକ ଆୟୋଜନ ମଧ୍ୟ କରାଯାଇଛି।  ଯୀଶୁଙ୍କ ଆଗମନ ପାଇଁ ଢେର ସାରା ଉତ୍ସାହ ଦେଖିବାକୁ ମିଳିଛି। ସମସ୍ତେ ଆଜି ମଧ୍ୟରାତ୍ରକୁ ଅପେକ୍ଷା କରି ରହିଛନ୍ତି। ପ୍ରଭୁ ଯୀଶୁଙ୍କୁ ସ୍ଵାଗତ କରିବା ଲାଗି କ୍ୟାରୋଲ୍ ସଙ୍ଗୀତ ଗାନ କରାଯିବ। ଆଜି ରାତିରୁ ଆରମ୍ଭ ହୋଇଯିବ ବିଭିନ୍ନ କାର୍ଯ୍ୟକ୍ରମ। ଯୀଶୁଙ୍କ ଜନ୍ମ ସ୍ଥାନ , ମେଣ୍ଢାଶାଳରେ ଯୀଶୁଙ୍କ ଜନ୍ମ ସମୟ , କେକ୍ ଏବଂ ବଡ ଦିନର ବାର୍ତ୍ତା ନେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ। ରାତି ୧୨ଟାରେ ଯୀଶୁ ଜନ୍ମ ହେବା ପରେ ୨୫ ତାରିଖ ସକାଳେ ସମୂହ ପ୍ରାର୍ଥନା କରାଯିବ। ଭୁବନେଶ୍ଵର ସତ୍ୟନଗର ଚର୍ଚ୍ଚରେ ଯୀଶୁ ଙ୍କ ସ୍ଵାଗତ ଲାଗି ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କାଲି ଦିନ ତମାମ ସାଧରଣ ଲୋକଙ୍କ ପାଇଁ ଚର୍ଚ୍ଚ ଖୋଲା ରହିବ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories