www.samajalive.in
Sunday, December 7, 2025
26.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଦିବା ପହୁଡ ନୀତି ପାଇଁ ଆଜି ୩ଘଣ୍ଟା ଜଗା ଦର୍ଶନ ବନ୍ଦ, ରତ୍ନଭଣ୍ଡାର ମରାମତି କାମ ବି ବନ୍ଦ ରହିବ..

ଲଘୁଚାପ ସୃଷ୍ଟି; ଆଜିଠାରୁ ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକା ବର୍ଷା ସମ୍ଭାବନା..

- Advertisement -

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଆର୍‌.ଅଶ୍ଵିନ୍ , ଅବସର ନେଇ ଘୋଷଣା କଲେ କ୍ରିକେଟର ରବିଚନ୍ଦ୍ରନ୍ ଅଶ୍ଵିନ୍..

ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ନେଇ ବଢୁଛି ସସପେନ୍ସ, ଆଜି ସିବିଆଇରେ ହୋଇପାରନ୍ତି ହାଜର
ରାଉରକେଲାରେ ମାଲବାହୀ ଟ୍ରେନ୍ ଧକ୍କାରେ ଦୁଇ ମୃତ, ଦୁଇ ଗୁରୁତର, କଲୁଙ୍ଗା ରେଳ ଫାଟକ ନିକଟରେ ମାଡିଗଲା ଟ୍ରେନ୍, ରେଲଓ୍ବେ ଟ୍ରାକ୍ ପାରି ହେଉଥିବାବେଳେ ଅଘଟଣ, ଗୁରୁତର ଦୁଇ ଯୁବକ ଘରୋଇ ହସ୍ପିଟାଲରେ ଭର୍ତ୍ତି..

୧୨ ବର୍ଷ ପରେ.. ଗଜଲକ୍ଷ୍ମୀ, ଗଜକେସରୀ ରାଜଯୋଗ; ୬ ରାଶି ହେବେ ମାଲାମାଲ୍‌, କିଣିବେ ଜମି, ରାଜାଙ୍କ ଭଳି ମିଳିବ ଜୀବନ..

ଭଦ୍ରକ ଏନଏଚ୍ ୧୬ ନୂଆ ବସଷ୍ଟାଣ୍ଡ ନିକଟରେ ଦୁର୍ଘଟଣା: ବ୍ରେକଡାଉନ୍ ହୋଇ ଛିଡା ହୋଇଥିବା ଟ୍ରକକୁ ସାମ୍ନାରୁ ପିଟିଲା ବାଇକ୍ ,ଜଣେ ମୃତ, ଜଣେ ଗୁରୁତର..

ମୃତକ ଯାଜପୁର ଅହିହାସ ଗାଁର , ଗୁରୁତରଙ୍କୁ କଟକ ସ୍ଥାନାନ୍ତର..

ବାସ୍ତୁ : ନୂଆବର୍ଷରେ ନୂଆ କ୍ୟାଲେଣ୍ଡର ଲଗାଇବା ବେଳେ କରନ୍ତୁ ନାହିଁ ଏହି ଭୁଲ୍‌..

ଆଫ୍ରିକୀୟ ଦେଶ କଙ୍ଗୋରେ ଶହେରୁ ଅଧିକ ଲୋକଙ୍କୁ ନେଇ ଯାଉଥିବା ଡଙ୍ଗା ଦୁର୍ଘଟଣାଗ୍ରସ୍ତ: ଡଙ୍ଗା ବୁଡି ୨୫ ମୃତ, ୧୨ ନିଖୋଜ..

ରାଜଧାନୀ କନସାସାର ଉତ୍ତର-ପୂର୍ବ ଇନୋଙ୍ଗା ସହରରୁ ବାହାରିଥିଲା , ଅତ୍ୟଧିକ ଲୋକ ଡଙ୍ଗାରେ ଯାଉଥିବାରୁ ଦୁର୍ଘଟଣା ଅନୁମାନ, ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଥିବା ସୂଚନା..

ଜାମ୍ମୁ କାଶ୍ମୀର କଠୁଆ ଜିଲ୍ଲା ଶିବାନଗରରେ ଭୟଙ୍କର ଅଗ୍ନିକାଣ୍ଡ: ଘରେ ଶୋଇଥିବାବେଳେ ଲାଗିଲା ନିଆଁ, ୬ ମୃତ, ୪ ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି, ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ, ନିଆଁ ଆୟତ୍ତ..

Hot this week

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

Related Articles

Popular Categories