www.samajalive.in
Tuesday, December 9, 2025
16.1 C
Bhubaneswar

ନୂଆବର୍ଷରୁ ଲାଗୁ ହେବ ୟୁସିସି, ଘୋଷଣା କଲେ ଏହି ରାଜ୍ୟ ସରକାର

ସମାଜ ଡିଜିଟାଲ ଡେସ୍କ: ନୂଆବର୍ଷ ଅର୍ଥାତ ୨୦୨୫ ଜାନୁୟାରୀରୁ ଉତ୍ତରାଖଣ୍ଡରେ ଲାଗୁ ହେବ ୟୁନିଫର୍ମ ସିଭିଲ କୋଡ(ୟୁସିସି)। ଏହାକୁ ଲାଗୁ କରିବାରେ ଉତ୍ତରାଖଣ୍ଡ ହେବ ଦେଶର ପ୍ରଥମ ରାଜ୍ୟ। ବିଜେପି ଶାସିତ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଏ ସମ୍ପର୍କରେ ଘୋଷଣା କରିଛନ୍ତି।

ଏଥିପାଇଁ ଏକ ପୋର୍ଟାଲ ଏବଂ ମୋବାଇଲ ଆପ୍ଲିକେସନ ପ୍ରସ୍ତୁତ କରାଯାଇଥିବା ରାଜ୍ୟ ସରକାର କହିଛନ୍ତି। ଲୋକଙ୍କ ପାଇଁ ସହଜ ହେଲା ପରି ଆପ୍‌ ଜରିଆରେ ସେମାନେ ପଞ୍ଜୀକରଣ, ଆବେଦନ ଏବଂ ଅନ୍ୟାନ୍ୟ ସେବା ହାସଲ କରିପାରିବେ।

- Advertisement -

ମୁଖ୍ୟମନ୍ତ୍ରୀ ଧାମି କହିଛନ୍ତି, ଉତ୍ତରାଖଣ୍ଡର ୟୁସିସି ଆଇନ ସବକା ସାଥ, ସବକା ବିକାଶ ଏବଂ ସବକା ବିଶ୍ଵାସର ଭାବନା ସହିତ ସମାଜକୁ ଏକ ନୂଆ ଦିଗ ପ୍ରଦାନ କରିବେ। ଏହି ଆଇନ ସଶକ୍ତିକରଣର ଦ୍ଵାର ଖୋଲିବ, ବିଶେଷକରି ଦେବଭୂମିର ମହିଳା ଏବଂ ଶିଶୁଙ୍କ ଲାଗି ସହାୟକ ହେବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories