www.samajalive.in
Sunday, December 14, 2025
19.1 C
Bhubaneswar

ଗାଡି ଚାଳକଙ୍କୁ ସକାଳୁଆ ଚା’ ପିଆଇ ସଡକ ସୁରକ୍ଷା ବାର୍ତ୍ତା ଦେଉଛି ପରିବହନ ବିଭାଗ

ପାଟଣା : ସମଗ୍ର କେନ୍ଦୁଝର ଜିଲାରେ ହାଡଭଙ୍ଗା ଶୀତ ଅବ୍ୟାହତ ଥିବାବେଳେ ଦିନ ରାତି ଜିଲାର ୪୯ ନଂ ଜାତୀୟ ରାଜପଥ ଓ ୨୦ ନଂ ଜାତୀୟ ରାଜପଥରେ ବହୁ ଭାରୀଯାନ ଚଳାଚଳ କରୁଛି । ରାତିରେ ଅନିଦ୍ରା ହୋଇ ମଧ୍ୟ ଗନ୍ତବ୍ୟ ସ୍ଥଳରେ ଶୀଘ୍ର ପହଞ୍ଚିବା ପାଇଁ ଚାଳକ ମାନେ ଗାଡି ଚଳାଉଛନ୍ତି । ଏଭଳି ସମୟରେ ଚାଳକ ମାନଙ୍କୁ ସଡକ ସୁରକ୍ଷା, ପରିବାର ରକ୍ଷା ବାର୍ତ୍ତା ଦେଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ଟ୍ରକ ଚାଳକମାନଙ୍କୁ ପରିବହନ ବିଭାଗ ପକ୍ଷରୁ ଗରମ ଗରମ ଚା’ ପରିବେଷଣ କରାଯାଉଛି । ପରିବହନ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କ ଦ୍ଵାରା ଚାଳକ ମାନଙ୍କୁ ସକାଳୁଆ ଚା’ ଦିଆଯାଇ ସଡକ ସୁରକ୍ଷା ବାର୍ତ୍ତା ଦିଆଯିବା ଘଟଣାକୁ ସାଧାରଣରେ ପ୍ରଶଂସା କରାଯାଉଛି ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories