www.samajalive.in
Friday, December 5, 2025
20.1 C
Bhubaneswar

ଆସିକାରୁ ଚୋରି ହୋଇଥିବା ବସ୍ ଗଞ୍ଜାମରେ ଦୁର୍ଘଟଣାଗ୍ରସ୍ତ

ଗଞ୍ଜାମ: ଶନିବାର ବିଳମ୍ବିତ ରାତିରେ ଆସିକା ବସଷ୍ଟାଣ୍ଡରୁ ଚୋରି ହୋଇଥିବା ସାଇକ୍ରିଷ୍ଣା ନାମକ ବସ୍ ଗଞ୍ଜାମରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି। ଗାଡି ଭିତରେ କେହି ଯାତ୍ରୀ ନଥିବା ବେଳେ କିଏ ଏବଂ କାହିଁକି ଗାଡି ଚୋରି କରିଛି,  ତାହା  ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଚୋରି ବେଳର ଭିଡ଼ିଓ ମଧ୍ୟ ସିସି ଟିଭିରେ କଏଦ ହୋଇଛି।  ଶନିବାର ରାତି ପ୍ରାୟ ୨ଟା ସମୟରେ ଏହି ବସ ଚୋରି ହେଉଥିବା ଜଣା ପଡିଛି। ତେବେ ବସଟି ଭୁବନେଶ୍ୱର ପଟୁ ଦ୍ରୁତ ଗତିରେ ଆସି ଡିଭାଇଡରେ ପିଟି ହୋଇ ନିକଟରେ ଥିବା ଏକ ହୋଟେଲକୁ ପଶିଯାଇଛି। ବସ ମାଲିକ ଖବର ଜାଣିବା ପରେ ଘଟଣା ସ୍ଥଳରେ ପହଞ୍ଚିଥିବା ଜଣାପଡିଛି। ଅନ୍ୟପଟେ ମାଲିକ ଙ୍କ ଭଣଜାଙ୍କ କହିବା ଅନୁସାରେ ଏନେଇ ଆସିକା ଥାନାରେ ଚୋରି ସମ୍ପର୍କରେ ଏତଲା ହୋଇଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories