www.samajalive.in
Saturday, December 6, 2025
17.1 C
Bhubaneswar

ଦେଖନ୍ତୁ ଭିଡିଓ; କେମିତି ବିଚ୍‌ ରାସ୍ତାରେ ହଠାତ୍‌ ଲଢେଇ କଲେ ୪ ଷଣ୍ଢ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କ ଅନେକ ଭିଡିଓ ଭାଇରାଲ୍‌ ହୋଇଥାଏ । ତେବେ ଷଣ୍ଢ ଲଢେଇ କରୁଥିବା ଅନେକ ଭିଡିଓ ତ ନିଶ୍ଚୟ ଦେଖିଥିବେ । ଅନେକ ସମୟରେ ଷଣ୍ଢ ଲଢେଇରେ ସାଧାରଣ ଜନତା ମଧ୍ୟ ଗୁରୁତର ଆହତ ହୁଅନ୍ତି । ତେବେ ନିକଟରେ ଷଣ୍ଢର ଭାଇରାଲ୍‌ ହେଉଥିବା ଏକ ଭିଡିଓ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଷଣ୍ଢ ଲଢେଇ କରୁଥିବା ସମୟରେ ଖୁବ୍‌ କ୍ରୋଧରେ ଥାଆନ୍ତି । ସେମାନଙ୍କୁ କାବୁ କରିବା ସହଜ ମଧ୍ୟ ନୁହେଁ । ତେବେ ଚିନ୍ତା କରନ୍ତୁ ୨ଟି ବଦଳରେ ୪ଟି ଷଣ୍ଢ ଏକାସହ ଲଢେଇ ହେଲେ ପରିସ୍ଥିତି କ’ଣ ହେବ ।


ଲୋକଙ୍କୁ ଆକର୍ଷିତ କରୁଥିବା ୪ଟି ଷଣ୍ଢର ଏହି ଭିଡିଓ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି । ଭିଡିଓଟି ଉତ୍ତରପ୍ରଦେଶର ବୋଲି ଜଣାପଡିଛି ।
ଭିଡିଓରେ ଦେଖିପାରିବେ, ୪ଟି ଷଣ୍ଢ କିଭଳି ଲଢେଇ କରୁଛନ୍ତି । ଲଢେଇ ଧିରେ ଧିରେ ବଢିବାରୁ ସେଠାରେ ଥିବା ଲୋକେ ଠେଙ୍ଗା ଓ ପାଣି ପକାଇ ଷଣ୍ଢ ଲଢେଇ ରୋକିବାକୁ ଚେଷ୍ଟା କରିଥିଲେ । ୨୮ ସେକେଣ୍ଡର ଏହି ଭିଡିଓ ଦେଖିଲେ ଭୟଭୀତ ମଧ୍ୟ ଲାଗିବ ।

ନୂଆବର୍ଷ ୨୦୨୫ରେ ୪ ଗ୍ରହଙ୍କ ଚଳନ; ବାସ୍‌ ଆପଣାନ୍ତୁ ଏହି ଉପାୟ, ବର୍ଷଯାକ ସୁନାଭଳି ଚମକିବ ଭାଗ୍ୟ, ହେବେ ମାଲାମାଲ୍‌..

- Advertisement -

ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି ୨୦୨୫ ନୂଆବର୍ଷରେ ହେବେ ଭାଗ୍ୟଶାଳୀ…

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories