ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି ୨୦୨୫ ନୂଆବର୍ଷରେ ହେବେ ଭାଗ୍ୟଶାଳୀ…

ଅଙ୍କ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେକୌଣସି ବର୍ଷର ଶୁଭ ଅଙ୍କ ପାଇବା ପାଇଁ ସେହି ବର୍ଷର ଅଙ୍କକୁ ଯୋଡାଯାଏ । ୨୦୨୫ରେ ୨+୦+୨+ ୫=୯ । ସେହି ହିସାବରେ ବର୍ଷ ୨୦୨୫ର ଅଙ୍କ ୯ । ଅଙ୍କ ଜ୍ୟୋତିଷରେ ଅଙ୍କ ୯ର ସ୍ୱାମୀ ମଙ୍ଗଳ ଗ୍ରହଙ୍କୁ କୁହାଯାଏ । ମଙ୍ଗଳଙ୍କୁ ଶକ୍ତି, ସାହସ, ନେତୃତ୍ୱ ଓ ପରାକ୍ରମର କାରକ ବୋଲି କୁହାଯାଏ । ୨୦୨୫ରେ ମଙ୍ଗଳ ଗ୍ରହଙ୍କ ପ୍ରଭାବ ଖୁବ୍‌ ମଜଭୁତ ରହିବ । ଏହି ଅଙ୍କ … Continue reading ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି ୨୦୨୫ ନୂଆବର୍ଷରେ ହେବେ ଭାଗ୍ୟଶାଳୀ…