www.samajalive.in
Tuesday, December 9, 2025
16.1 C
Bhubaneswar

ଯୁବବର୍ଗଙ୍କ ଭିତରେ ଅନୁଶାସନ ,ନେତୃତ୍ଵ ଓ ସେବା ଭାବନା ଆଣେ ଏନସିସି : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୧୬ତମ ମନ କୀ ବାତ୍ କାର୍ଯ୍ୟକ୍ରମ। ଏହି ଅବସରରେ ମୋଦୀ ଆଜି ଦେଶବାସୀଙ୍କୁ ନିଜ ମନର କଥା କହିଛନ୍ତି। ଏନସିସି ଦିବସରେ କଲେଜ ସମୟର ଅନୁଭୂତି ମନେ ପକାଇଛନ୍ତି। ଏବଂ କହିଛନ୍ତି ଏନସିସି ଯୁବବର୍ଗଙ୍କ ଭିତରେ ଅନୁଶାସନ , ନେତୃତ୍ଵ ଓ ସେବା ଭାବନା ଆଣିଥାଏ। ଦେଶରେ ୫ ହଜାର ନୂଆ ସ୍କୁଲ ଓ କଲେଜରେ ଏନସିସି ଯୋଡି ହୋଇଛି। ଏନସିସିରେ ପୂର୍ବ ଅପେକ୍ଷା ୪୦ ପ୍ରତିଶତ ବାଳିକାଙ୍କ ସଂଖ୍ୟା ବଢିଛି। ଅନ୍ୟପଟେ ଆଜି ଡିଜିଟାଲ ଆରେଷ୍ଟକୁ ନେଇ ମଧ୍ୟ ପୁଣି ଦେଶବାସୀଙ୍କୁ ସଚେତନ କରିଛନ୍ତି ପ୍ରଧାନମନ୍ତ୍ରୀ। ଏକ ପେଡ୍ ମା କେ ନାମ୍ ଅଭିଯାନ ତୀବ୍ର ହୋଇଛି। ବୃକ୍ଷ ରୋପଣ ଅଭିଯାନ ଦେଶ ବିଦେଶକୁ ବ୍ୟାପିଛି। ସରକାରୀ କାର୍ଯ୍ୟାଳୟରେ ଏବେ ସ୍ଵଚ୍ଛତା ବଢିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ।

Hot this week

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

Related Articles

Popular Categories