www.samajalive.in
Saturday, December 6, 2025
15.1 C
Bhubaneswar

ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ଭୋଟ ଗଣତି ଆରମ୍ଭ: ଉଭୟ ରାଜ୍ୟରେ ଏନଡିଏ ଆଗୁଆ

ସମାଜ ଡିଜିଟାଲ ଡେସ୍କ: ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡରେ ଭୋଟଗଣତି ଆରମ୍ଭ ହୋଇଛି। ମହାରାଷ୍ଟ୍ରର ୨୮୮ ଆସନ ମଧ୍ୟରୁ ୯୬ ଆସନରେ ଗଣତି ଜାରି ରହିଛି। ସେଥିରୁ ୬୯ ଆସନରେ ଏନଡିଏ (ବିଜେପି ନେତୃତ୍ଵାଧୀନ ମହାୟୁତି) ଆଗରେ ରହିଛି। କଂଗ୍ରେସ ୨୧ ଆସନରେ ଆଗରେ ଥିବାବେଳେ ଅନ୍ୟାନ୍ୟ ଦଳଗୁଡ଼ିକ ୬ ଆସନରେ ଆଗରେ ରହିଛନ୍ତି। ମୁମ୍ବଇର ଓର୍ଲି ଆସନରେ ଆଦିତ୍ୟ ଠାକରେ ଆଗରେ ରହିଛନ୍ତି।

ସେହିପରି ଝାଡ଼ଖଣ୍ଡରେ ୮୧ ଆସନରେ ନିର୍ବାଚନ ହୋଇଥିବାବେଳେ ୪୪ ଆସରେ ଗଣତି ଚାଲିଛି। ସେଥିରୁ ଏନଡିଏ ୩୧ ଆସନ ଏବଂ କଂଗ୍ରେସ ନେତୃତ୍ଵାଧୀନ ଇଣ୍ଡି ମେଣ୍ଟ ୧୨ ଆସନରେ ଆଗରେ ରହିଛି। ଗୋଟିଏ ଆସନରେ ସ୍ଵାଧୀନ ପ୍ରାର୍ଥୀ ଆଗରେ ଅଛନ୍ତି। ହେମନ୍ତ ସୋରେନ ଆଗରେ ଥିବା ସୂଚନା ମିଳିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories