www.samajalive.in
Saturday, December 6, 2025
23.1 C
Bhubaneswar

ବଜାରକୁ ଆସିଗଲା ଏମିତି ଲ୍ୟାମ୍ପ; ଘରେ ରହିବେନି ଗୋଟିଏ ବି ମଶା, ଦାମ୍‌ ମାତ୍ର ଏତିକି..

ନୂଆଦିଲ୍ଲୀ : ଆପଣ ମଶା ପାଇଁ ଚିନ୍ତିତ କି? କାରଣ ମଶା କାମୁଡିବା ଦ୍ୱାରା ଡେଙ୍ଗୁ ଓ ମ୍ୟାଲେରିଆ ଆଦି ରୋଗ ହୋଇଥାଏ । ଏହାସହ ମଶାକୁ ଦୂରେଇ ରଖିବା ପାଇଁ ବ୍ୟବହାର କରାଯାଉଥିବା ଅନେକ ତେଲ, ସ୍ପ୍ରେରେ ମଧ୍ୟ କିଛି ଜଣଙ୍କର ଏଲର୍ଜି ହୋଇଥାଏ । ତେଣୁ ମଶାଙ୍କ ଠାରୁ ଓ ଏଲର୍ଜି ସମସ୍ୟାକୁ ଦୂର କରିବା ପାଇଁ ଏକ ବିଶେଷ ବୈଦ୍ୟୁତିକ ଲ୍ୟାମ୍ପ ମିଳୁଛି । ଏହାକୁ ବ୍ୟବହାର କରିବା ଦ୍ୱାରା ମଶା ଆଉ ଘରେ ରହିବେ ନାହିଁ । ଏହାର ନାମ ହେଉଛି ‘Mosquito Killer LED Lamp’। ଏହି ଲ୍ୟାମ୍ପକୁ ଆପଣ ଅନଲାଇନ୍‌ରେ ସହଜରେ ପାଇଯିବେ।

ଏହାର ଆରମ୍ଭ ଦାମ୍‌ ୩୦୦ ଟଙ୍କାରୁ ମଧ୍ୟ କମ୍‌ । ଏହି ଜିନିଷ ବିଷୟରେ ଅନେକ ତଥ୍ୟ ମଧ୍ୟ ପ୍ରଦାନ କରାଯାଇଛି । ଯାହାକୁ ଜାଣିବା ପରେ ଗ୍ରାହକ ନିଜ ପସନ୍ଦ ଓ ରୁଚି ଅନୁଯାୟୀ ଏହାକୁ କିଣି ପାରିବେ ।

- Advertisement -

ଏହି ଲ୍ୟାମ୍ପରେ ୟୁଭି ଲାଇଟ୍‌ ବଲବ୍‌ ରହିଛି । ଯାହା ମଶା ଓ ଅନ୍ୟ କୀଟପତଙ୍ଗକୁ ନିଜ ଆଡକୁ ଆକର୍ଷିତ କରିଥାଏ ।
ମଶା ଏହି ଲାଇଟ୍‌ ନିକଟକୁ ଆସିବା ମାତ୍ରେ ଏଥିରେ ଫସି ଯାଇ ମରି ଯାନ୍ତି ।

ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାରେ କୌଣସି ପ୍ରକାର କେମିକାଲ୍‌ ବ୍ୟବହାର କରାଯାଏ ନାହିଁ ।
ଏହାକୁ ଯେକୌଣସି ସ୍ଥାନରେ ମଧ୍ୟ ବ୍ୟବହାର କରି ପାରିବେ । ଏହା ୟୁଏସବି ପୋର୍ଟ ସହ ଆସୁଛି । ଏହାକୁ ପାୱାର ବ୍ୟାଙ୍କ୍‌ ସହ ମଧ୍ୟ ବ୍ୟବହାର କରି ପାରିବେ ।

କାର୍ତ୍ତିକ ପୂର୍ଣ୍ଣିମାରୁ ଶନିଙ୍କ ସିଧା ଚଳନ; ଏହି ୫ ରାଶି ହେବେ ଭାଗ୍ୟଶାଳୀ..

 

୩୦ ବର୍ଷ ପରେ ଗଜକେସରୀ ଯୋଗ ; ୨୦୨୫ ଯାଏଁ ଏହି ରାଶିଙ୍କ ଚମକିବ ଭାଗ୍ୟ, ହଠାତ୍‌ ମିଳିବ ଧନ, ଚାକିରିରେ ଉନ୍ନତି..

ଜାଣନ୍ତୁ.. ହ୍ୱାଟ୍ସଆପ୍‌ ଆଣିଲା ଜବରଦସ୍ତ ଫିଚର୍‌; ଏବେ ଚାଟ୍‌ କରିବା ହେବ ଖୁବ୍‌ ସହଜ..ମିଳିବ ଏହି ସୁବିଧା..

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories