www.samajalive.in
Saturday, December 6, 2025
15.1 C
Bhubaneswar

୩୦ ବର୍ଷ ପରେ ଗଜକେସରୀ ଯୋଗ ; ୨୦୨୫ ଯାଏଁ ଏହି ରାଶିଙ୍କ ଚମକିବ ଭାଗ୍ୟ, ହଠାତ୍‌ ମିଳିବ ଧନ, ଚାକିରିରେ ଉନ୍ନତି..

ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ ୩୦ ବର୍ଷ ପରେ ଗଜକେସରୀ ଯୋଗ ସୃଷ୍ଟି ହେଉଛି । ଏହାର ପ୍ରଭାବ ନୂଆବର୍ଷ ୨୦୨୫ ପର୍ଯ୍ୟନ୍ତ ରହିବ । ୧୫ ନଭେମ୍ବରରେ ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ପାଳନ କରାଯାଉଛି । ଏହି ବର୍ଷ ପୂର୍ଣ୍ଣିମାରେ ଏକ ଦୁର୍ଲ୍ଲଭ ଯୋଗ ହେବାକୁ ଯାଉଛି । ଯାହା ୩୦ ବର୍ଷ ପରେ ହେଉଛି । ଏହାର ପ୍ରଭାବରେ କିଛି ସ୍ୱତନ୍ତ୍ର ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ସୁନାଭଳି ଚମକିବ ।

ମେଷ- ଏହି ରାଶିଙ୍କ ପାଇଁ କାର୍ତ୍ତିକ ପୂର୍ଣ୍ଣିମା ଖୁବ୍‌ ଖାସ୍‌ । ମା’ଲକ୍ଷ୍ମୀଙ୍କ କୃପାରୁ ଏହି ରାଶିଙ୍କୁ ଧନ ଲାଭ ହେବ । ଚାକିରିରେ ଉନ୍ନତିର ଯୋଗ ରହିଛି । ଆୟରେ ବୃଦ୍ଧି ହେବ ।

- Advertisement -

ସିଂହ – ଏହି ରାଶିଙ୍କ ପାଇଁ ମଧ୍ୟ କାର୍ତ୍ତିକ ପୂର୍ଣ୍ଣିମା ଶୁଭଙ୍କର ହେବ । ଆର୍ଥିକ ସ୍ଥିତି ମଜଭୁତ ହେବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ପଦନ୍ନୋତିର ଯୋଗ ରହିଛି ।

କାର୍ତ୍ତିକ ପୂର୍ଣ୍ଣିମାରୁ ଶନିଙ୍କ ସିଧା ଚଳନ; ଏହି ୫ ରାଶି ହେବେ ଭାଗ୍ୟଶାଳୀ..

କନ୍ୟା – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଖୁବ୍‌ ଧନ ପ୍ରାପ୍ତି ହେବ । ସହକର୍ମୀଙ୍କ ସହଯୋଗ ମିଳିବ । ବ୍ୟବସାୟରେ ଲାଭ ହେବ ।

ତୁଳା – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ହଠାତ୍‌ ଧନ ପ୍ରାପ୍ତି ହେବ । କର୍ମକ୍ଷେତ୍ରରେ ଶୁଭ ପରିବର୍ତ୍ତନ ସହ ବ୍ୟବସାୟୀ ମଧ୍ୟ ଲାଭବାନ୍‌ ହେବେ । ନୂଆ କାମ ଆରମ୍ଭ କରିବେ । ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଶୁଭଙ୍କର ।

କୁମ୍ଭ- ବୈବାହିକ ଜୀବନ ସୁଖମୟ ହେବ । ହଠାତ୍‌ ଧନ ମିଳିବ । ଭଗବାନ ବିଷ୍ଣୁଙ୍କ କୃପାରୁ ଜୀବନରେ ଥିବା ସମସ୍ୟା ଦୂର ହେବ । କର୍ମକ୍ଷେତ୍ରରେ ସଫଳତାର ଯୋଗ ରହିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories