www.samajalive.in
Monday, December 8, 2025
14.1 C
Bhubaneswar

ବର ବେକରେ ଦେଖିନଥିବେ ଏତେ ବଡ ନୋଟ୍ ମାଳା, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ : ବିବାହ ଉତ୍ସବରେ ବର ନୋଟ ମାଳା ପିନ୍ଧିବା ସାଧାରଣ କଥା । କିନ୍ତୁ ଇନଷ୍ଟାଗ୍ରାମରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ବର ପିନ୍ଧିଥିବା ନୋଟର ମାଳା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି । ସାଧାରଣତଃ ଏହି ମାଳା ଗଳାରେ ପଡିଲେ ପେଟ ବା ଅଣ୍ଟା ପର୍ଯ୍ୟନ୍ତ ଆସିଥାଏ । କିନ୍ତୁ ଭାଇରାଲ ଭିଡିଓରେ ଏହି ମାଳା ଭୂମିରେ ଅନେକ ବାଟ ପର୍ଯ୍ୟନ୍ତ ଲମ୍ବିଛି । ଖାସ୍ କଥା ହେଉଛି ଏହି ମାଳାରେ ମୋହମ୍ମଦ ଅଲ୍ଲୀ ଜିନ୍ନାଙ୍କ ଫଟୋ ସ୍ପଷ୍ଟ ନଜର ଆସୁଛି । ଅର୍ଥାତ୍ ଏହି ଭିଡିଓ ପାକିସ୍ତାନର ହୋଇପାରେ ବୋଲି ଅନୁମାନ କରାଯାଉଛି ।

- Advertisement -

ମାଳାରେ ‘SAAD’ ଲେଖାଯାଇଛି, ଯାହା ହୁଏତ ବର ନାଁ ହୋଇପାରେ । ତେବେ ଏତେ ବଡ ମାଳା ଦେଖି ଲୋକେ ଚକିତ ହୋଇଯାଉଛନ୍ତି କି ଏଥିରେ କେତେ ଟଙ୍କା ଥାଇପାରେ । ଭାରତରେ ରିଜର୍ଭ ବ୍ୟାଙ୍କର ନିୟମ ଅନୁସାରେ ଏହିଭଳି ମାଳା ପ୍ରସ୍ତୁତ କରିବା ପାଇଁ ଅନୁମତି ନାହିଁ । କିନ୍ତୁ ବରକୁ ସଜାଇବା ପାଇଁ ଏବେ ବି ଏମିତି ମାଳା ଭାରତରେ ଦେଖିବାକୁ ମିଳେ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories