www.samajalive.in
Saturday, December 6, 2025
15.1 C
Bhubaneswar

ଦେଖନ୍ତୁ ଭିଡିଓ: କିପରି ଷ୍ଟେସନରେ ହେଲା ବିସ୍ଫୋରଣ, ସାମ୍ନାକୁ ଆସିଲା ସମ୍ପୂର୍ଣ୍ଣ ଦୃଶ୍ୟ

ସମାଜ ଡିଜିଟାଲ ଡେସ୍କ: ପାକିସ୍ତାନର କ୍ଵେଟା ରେଳ ଷ୍ଟେସନରେ ଶନିବାର ସକାଳ ପ୍ରାୟ ୯ଟାରେ ଏକ ବିସ୍ଫୋରଣ ଯୋଗୁ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ୧୪ ଜଣ ପାକ୍‌ ସୈନ୍ୟ ବି ରହିଛନ୍ତି। ଏହି ଘଟଣାରେ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ତେବେ ବିସ୍ଫୋରଣ ସମୟର ଦୃଶ୍ୟ ଏବେ ସାମାଜିକ ଗଣମାଧ୍ୟମ ଏକ୍ସରେ ପ୍ରଘଟ ହେବାରେ ଲାଗିଛି।

ସକାଳ ସମୟରେ କ୍ଵେଟା ପେଶାଓ୍ବର ଏକ୍ସପ୍ରେସ ଷ୍ଟେସନରେ ପହଞ୍ଚିବାର ଥିଲା। ଟ୍ରେନକୁ ଅପେକ୍ଷା କରି ପ୍ଲାଟଫର୍ମରେ ଶତାଧିକ ଲୋକ ରହିଥିଲେ। ଭିଡ ଭିତରେ ଜଣେ ଆତ୍ମଘାତୀ ଆକ୍ରମଣକାରୀ ଛପି ରହିଥିଲେ, ଯାହା କାହାକୁ ବି ଜଣା ନ ଥିଲା। ଟ୍ରେନ ପହଞ୍ଚିବାର ଠିକ୍‌ ପୂର୍ବରୁ ହଠାତ ପ୍ଲାଟଫର୍ମରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିଲା। ଏହାର ଭିଡିଓ ସାମାଜିକ ଗଣମାଧ୍ୟରେ ପ୍ରଘଟ ହେବା ପରେ ସାରା ବିଶ୍ଵକୁ ସ୍ତବ୍ଧ କରିଛି। ବାଲୋଚିସ୍ତାନ ଲିବରେସନ ଆର୍ମି(ବିଏଲଏ) ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିବା ଜଣାପଡ଼ିଛି।

- Advertisement -

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories