www.samajalive.in
Friday, December 5, 2025
17.1 C
Bhubaneswar

ଦେଖନ୍ତୁ ଭିଡିଓ; ମଝି ଆକାଶରେ ଗୋଟିଏ ଶିକାରକୁ ୨ ଶିକାରୀ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଆଶ୍ଚର୍ଯ୍ୟଚକିତ କରୁଥିବା ଅନେକ ଭିଡିଓ ଭାଇରାଲ୍‌ ହୋଇଥାଏ । ଯାହା ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିଥାଏ । ଅନେକ ସମୟରେ ଏହି ଭିଡିଓକୁ କଳ୍ପନା କରିବା ମଧ୍ୟ ସମ୍ଭବ ନୁହେଁ । ନିକଟରେ ସୋସିଆଲ ମିଡିଆରେ ଏଭଳି ହିଁ ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି । ଭାଇରାଲ୍‌ ହେଉଥିବା ଏହି ଭିଡିଓ ୨ଟି ଶିକାରୀ ଗୋଟିଏ ଶିକାର ପାଇଁ ମଝି ଆକାଶରେ ଲଢେଇ କରୁଥିବା ସହ କିଏ ଜିତିଲା ଦେଖିପାରିବେ ।


ଭିଡିଓଟି ହେଉଛି ପେଲିକାନ୍‌ ଓ ଓସପ୍ରେ (ସମୁଦ୍ରରେ ମାଛ ଶିକାର କରୁଥିବା ଏକ ବଡ ପକ୍ଷୀ)ର ।
ଭିଡିଓରେ ଦେଖିପାରିବେ, ପେଲିକାନ୍‌ ପକ୍ଷୀଟି ସମୁଦ୍ରରୁ ମାଛ ଶିକାର କରିଥିବା ଓସପ୍ରେ ପକ୍ଷୀ ଠାରୁ ଖୁବ୍‌ ସହଜ ଓ ଚାଲାକିରେ ମାଛକୁ ଛଡାଇ ନେଇ ଖସି ପଳାଉଛି ।
ଆଖି ପିଛୁଳାକେ ପେଲିକାନ୍‌ କେବଳ ଶିକାରକୁ ନିଜ କବଜାକୁ ନେଉ ନାହିଁ ବରଂ କିଛି ସମୟ ମଧ୍ୟରେ ଓସପ୍ରେ ପକ୍ଷୀ ଉପରେ ଆକ୍ରମଣ ମଧ୍ୟ କରି ଥାଆନ୍ତା । ଭିଡିଓଟିକୁ ଲୋକେ ବାରମ୍ବାର ଦେଖିବା ସହ ନିଜର ଭିନ୍ନ ଭିନ୍ନ ମତ ଦେଉଛନ୍ତି ।

ଫଟୋ ପାଇଁ ହ୍ୱାଟ୍ସଆପ୍‌ ଆଣିଲା ନୂଆ ଜବରଦସ୍ତ ଫିଚର୍‌; ମିଳିବ ଏସବୁ ଲାଭ..

- Advertisement -

ନଭେମ୍ବରରେ ୭ ଗ୍ରହଙ୍କ ଚଳନ; ଜାଣନ୍ତୁ କେଉଁ କେଉଁ ରାଶି ହେବେ ଭାଗ୍ୟଶାଳୀ, ଖାଲି ଧନ ନୁହେଁ ବଦଳିଯିବ ଭାଗ୍ୟ..

ବର୍ଷଯାକ କରିବାକୁ ପଡିବନି ରିଚାର୍ଜ; ଜାଣନ୍ତୁ ଏୟାରଟେଲ୍‌ର ସବୁଠାରୁ ଶସ୍ତା ପ୍ଲାନ୍‌ ବିଷୟରେ..

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories