www.samajalive.in
Friday, December 5, 2025
20.1 C
Bhubaneswar

ବର୍ଷଯାକ କରିବାକୁ ପଡିବନି ରିଚାର୍ଜ; ଜାଣନ୍ତୁ ଏୟାରଟେଲ୍‌ର ସବୁଠାରୁ ଶସ୍ତା ପ୍ଲାନ୍‌ ବିଷୟରେ..

ନୂଆଦିଲ୍ଲୀ : ଏୟାରଟେଲ୍‌ର ଅନେକ ରିଚାର୍ଜ ପ୍ଲାନ୍‌ ଉପଲବ୍ଧ ରହିଛି । ଯାହା ଭିନ୍ନ ଭିନ୍ନ ଦାମ୍‌ରେ ଓ ସୁବିଧା ସହ ଆସୁଛି । ତେବେ ଏୟାରଟେଲ୍‌ର ସବୁଠାରୁ ଶସ୍ତା ବାର୍ଷିକ ରିଚାର୍ଜ ପ୍ଲାନ୍‌ ବିଷୟରେ ଜାଣନ୍ତୁ..

ଏହି ପ୍ଲାନ୍‌ରେ ଗ୍ରାହକଙ୍କୁ ଅନେକ ସୁବିଧା ମିଳିବ । ଏଥିରେ ଅସୀମିତ କଲିଙ୍ଗ୍‌, ଡାଟା, ଏସଏମଏସ ସହ ଅନେକ ଆପ୍‌କୁ ମାଗଣାରେ ଏକ୍ସେସ୍‌ କରି ପାରିବେ । ଜାଣନ୍ତୁ ଏହା ବିଷୟରେ..
ଏୟାରଟେଲ୍‌ର ଏହି ରିଚାର୍ଜ ପ୍ଲାନ୍‌ର ଦାମ୍‌ ୧୯୯୯ ଟଙ୍କା । ଏହି ଦାମ୍‌ରେ ବର୍ଷଯାକ ସୁବିଧା ପାଇପାରିବେ ।
ଏୟାରଟେଲ୍‌ର ରିଚାର୍ଜ ପ୍ଲାନ୍‌ରେ ସର୍ବମୋଟ ୨୪ ଜିବି ଡାଟା ମିଳିବ ।
ଅସୀମିତ କଲିଙ୍ଗ୍‌, ଯାହା ୩୬୫ ଦିନ ସମୟ ସୀମା ପର୍ଯ୍ୟନ୍ତ ଆସିବ । ଏଥିରେ ସ୍ଥାନୀୟ ସହ ଏସଟିଡି କଲ୍‌ ମିଳିବ ।
ଜିଓର ଏହି ରିଚାର୍ଜ ପ୍ଲାନ୍‌ରେ ଦୈନିକ ୧୦୦ ଏସଏମଏସ ମିଳିବ । ଏଥିରେ ଗ୍ରାହକ ନିଜ ଆବଶ୍ୟକତା ଅନୁଯାୟୀ ବ୍ୟବହାର କରିପାରିବେ । ଅନ୍ୟାନ୍ୟ ସୁବିଧା ମଧ୍ୟ ରହିଛି । ଏହାସହ ଏୟାରଟେଲ୍‌ ଠକେଇ କଲ୍‌ ଓ ଏସଏମଏସରୁ ମଧ୍ୟ ଦୂରେଇ ରଖିବ ।

ନଭେମ୍ବରରେ ୭ ଗ୍ରହଙ୍କ ଚଳନ; ଜାଣନ୍ତୁ କେଉଁ କେଉଁ ରାଶି ହେବେ ଭାଗ୍ୟଶାଳୀ, ଖାଲି ଧନ ନୁହେଁ ବଦଳିଯିବ ଭାଗ୍ୟ..

- Advertisement -

 

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories