www.samajalive.in
Wednesday, December 10, 2025
15.1 C
Bhubaneswar

ରଣଥମ୍ଭୋର ଜାତୀୟ ଉଦ୍ୟାନରୁ ୨୫ ବାଘ ନିଖୋଜ, ଯାଞ୍ଚ କମିଟି ଗଠିତ

ନୂଆଦିଲ୍ଲୀ : ରାଜସ୍ଥାନର ରଣଥମ୍ଭୋର ଜାତୀୟ ଉଦ୍ୟାନରେ ଏକ ବାଘର ମୃତ୍ୟୁ ହେବା ସହ ୨୫ ବାଘ ନିଖୋଜ ଅଛନ୍ତି । ନିଖୋଜ ବାଘମାନଙ୍କ ସନ୍ଧାନ ପାଇଁ କମିଟି ଗଠନ ହୋଇଥିଲା । ଯାଞ୍ଚ ପରେ କୁହାଯାଇଛି କି ୧୧ଟି ବାଘ କ୍ୟାମେରା ଟ୍ରାପ ଓ ଅନ୍ୟାନ୍ୟ ମେସିନରେ ଗତ ବର୍ଷେ ହେବ ନଜର ଆସୁନଥିଲେ ।

ଉଦ୍ୟାନରେ ୧୪ ବାଘଟି ବର୍ଷେ ହେବ ଜୀବନ୍ତ ଥିବାର ପ୍ରମାଣ ମିଳୁନି । ଏଭଳି ସମୟରେ ୨୫ ବାଘ ନିଖୋଜ ହେବାପରେ ଆଶଙ୍କା ଉପୁଜୁଛି । ଏନେଇ ସୂଚନା ହାସଲ ପାଇଁ ରାଜସ୍ଥାନ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ରଣଥମ୍ଭୋର ଜାତୀୟ ଉଦ୍ୟାନରେ ସମୁଦାୟ ୭୫ଟି ବାଘ ଥିଲେ । ଏଥିରୁ ୨୫ଟି ବାଘ ନିଖୋଜ ହେବା ଖବର ସାମ୍ନାକୁ ଆସିଛି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories