ଡିସେମ୍ବର ୭ରୁ ୧୧ – ଜାତୀୟ କନିଷ୍ଠ ଦୌଡ଼କୁଦ ଚମ୍ପିଆନସିପ୍
ନୂଆଦିଲ୍ଲୀ: ଜାତୀୟ ଜୁନିୟର ଦୌଡ଼କୁଦ ଚମ୍ପିଆନସିପର ୩୯ତମ ସଂସ୍କରଣ ଲାଗି ସାନି କାର୍ଯ୍ୟସୂଚୀ ଘୋଷିତ ହୋଇଛି। ଆସନ୍ତା ଡିସେମ୍ବର ୭ରୁ ୧୧ ପର୍ଯ୍ୟନ୍ତ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଉକ୍ତ ପ୍ରତିଯୋଗିତା ଆୟୋଜିତ ହେବ। ଏ ନେଇ ଶନିବାର ଫୁଟବଲ ମହାସଂଘ ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ପ୍ରତିଯୋଗିତା କଳିଙ୍ଗ ଷ୍ଟାଡ଼ିୟମରେ ଗତ ଅକ୍ଟୋବର ୨୫ରୁ ୨୯ ପର୍ଯ୍ୟନ୍ତ ଆୟୋଜିତ ନେଇ କାର୍ଯ୍ୟକ୍ରମ ରହିଥିଲା। ଓଡ଼ିଶାରେ ବାତ୍ୟା ଦାନା ଲାଗି ଉକ୍ତ ପ୍ରତିଯୋଗିତାକୁ ସ୍ଥଗିତ କରି ଦିଆଯାଇଥିଲା।
Comments are closed.