ଜଟଣୀ : ବାଣ ବିସ୍ଫୋରଣରେ ଏକ ବାଇକରେ ଅଗ୍ନିକାଣ୍ଡ ଘଟିଛି । ବାଣ ନେଇ ଯିବାବେଳେ ଗୋବିନ୍ଦପୁର ଛକରେ ଏକ ବାଇକରେ ସାଇଲେନ୍ସରରେ ବାଣ ଲାଗି ବିସ୍ଫୋରଣ ଘଟିଛି । ବିସ୍ଫୋରଣରେ ବାଇକ୍ ସମ୍ପୂର୍ଣ୍ଣ ଜଳିଯାଇଛି । ବାଇକରେ ଥିବା ୨ ଆରୋହୀ ଡେଇଁପଡି ନିଜ ଜୀବନ ରକ୍ଷା କରିଛନ୍ତି ।
Popular Categories

Hot this week

‘The Samaja’, the synonym of newspapers in Odisha – a mass circulated and widely read Odia daily has completed ‘Hundred Five‘ years of its glorious publication. Founded in 1919 by a great visionary, nationalist and freedom fighter, Utkalamani Pandit Gopabandhu Das.. Read More
Get important news delivered directly to your inbox and stay connected!