www.samajalive.in
Saturday, December 6, 2025
15.1 C
Bhubaneswar

ଗାଈର ଏଭଳି ସିଙ୍ଘ ଦେଖି ଆଶ୍ଚର୍ଯ୍ୟ ହେଲେ ଲୋକ; ଭିଡ଼ିଓ ଭାଇରାଲ

ସମାଜ ଡିଜିଟାଲ ଡେସ୍କ: ଗାଈର ଏଭଳି ସିଙ୍ଘ ଆପଣ କେବେ ଦେଖିଛନ୍ତି କି। କୁରି ଗାଈର ସିଙ୍ଘ ଦେଖି ସଭିଏଁ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କାରଣ ସାଧାରଣରେ ଆମ ଦେଶରେ ଗୋରୁଙ୍କ ସିଙ୍ଘ ଦେଖିବାକୁ ଲମ୍ବା ଏବଂ ପତଳା ହୋଇଥାଏ। ତେବେ କୁରି ଗୋରୁଙ୍କ ସିଙ୍ଘ ଦେଖିବାକୁ ନଡିଆ ଆକୃତି ଭଳି ହୋଇଛି। ଗୋରୁଙ୍କ ଏଭଳି ସିଙ୍ଘ ଥିବା ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories