www.samajalive.in
Saturday, December 6, 2025
16.1 C
Bhubaneswar

୧୫କେଜିରୁ ଅଧିକ ସୁନା ଜବତ, ୩ଅଟକ

ସମାଜ ଡିଜିଟାଲ ଡେସ୍କ: ବାରିପଦା ଏମ୍‌‌କେସି ହାଇସ୍କୁଲ ଛକ ନିକଟରୁ ବିପୁଳ ପରିମାଣର ସୁନା ଜବତ ହୋଇଛି। ଲଜିଷ୍ଟିକ୍‌‌ ଗାଡି ସହ ୧୫କେଜିରୁ ଅଧିକ ସୁନା ଜବତ କରିଛି ସିଟି/ଜିଏସଟି ଟିମ୍‌‌। ସୁନା ସହିତ ୩ଜଣଙ୍କୁ ଅଟକ ରଖାଯାଇଛି। ମିଳିଥିବା ସୂଚନା ଅନୁସାରେ କଲକାତାରୁ ବାରିପଦାକୁ ସୁନା ଆସୁଥିବା ବେଳେ ଖବର ପାଇଁ ଚଢାଉ କରିଥିଲା ସିଟି/ଜିଏସଟି ଟିମ୍‌‌। ଏହି ସମୟରେ ୧୫ରୁ ୨୦କେଜି ପାଖାପାଖି ସୁନା ଜବତ ହୋଇଛି। ବାଲେଶ୍ୱର, ବାରିପଦାର କିଛି ବ୍ୟବସାୟୀଙ୍କ ନାମରେ ବିଲ୍‌‌ ରହିଥିବା ସୂଚନା ମିଳିଛି। ଘଟଣାରେ ଜିଏସଟି ଟିମ୍‌‌ ତଦନ୍ତ ଆରମ୍ଭ କରିଛି।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories