www.samajalive.in
Saturday, December 13, 2025
26.1 C
Bhubaneswar

ଭାରତରେ ଭଲ ଆୟ କରୁଛି ବ୍ଲାକ୍‌ ପାନ୍ଥର

ନୂଆଦିଲ୍ଲୀ: ମାର୍ବଲ ଷ୍ଟୁଡିଓଜ୍‌ ନିର୍ମିତ ହଲିଉଡ୍‌ ଫିଲ୍ମ ‘ବ୍ଲାକ୍‌ ପାନ୍ଥର’ ଭାରତରେ ଭଲ ଆୟ କରୁଛି। ମୁକ୍ତିଲାଭ କରିବାର ପ୍ରଥମ ଦିନରେ ଏହି ଫିଲ୍ମ ୫ କୋଟିରୁ ଅଧିକ ବ୍ୟବସାୟ କରିସାରିଛି। ସେହିପରି ଦ୍ୱିତୀୟ ଦିନରେ ମଧ୍ୟ ଆୟ ୬ କୋଟି ପାର କରିଥିବା ଜଣାପଡ଼ିଛି। ଚଳଚ୍ଚିତ୍ରରେ କ୍ୟାଡୱିକ୍‌ ବୋସମ୍ୟାନ ସୁପରହିରୋ ଚରିତ୍ରରେ ନଜର ଆସିଛନ୍ତି। ଉଭୟ ଇଂରାଜୀ ଓ ହିନ୍ଦି ଭାଷାରେ ଏହି ଫିଲ୍ମ ରିଲିଜ୍‌ କରିଛି। ଅପରପକ୍ଷରେ ଆମେରିକାରେ ଏହି ଫିଲ୍ମ ମୁକ୍ତିଲାଭ କରିବାର ପ୍ରଥମ ସପ୍ତାହ ମଧ୍ୟରେ ଆୟ ୧୭ କୋଟି ଡଲାର ଟପିବାର ସମ୍ଭାବନା ରହିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories