www.samajalive.in
Saturday, December 6, 2025
16.1 C
Bhubaneswar

ବାତ୍ୟା ଆଶ୍ରୟସ୍ଥଳୀ ବୁଲି ସମୀକ୍ଷା କରିଛନ୍ତି ମେୟର ସୁବାସ ସିଂ..

କଟକ: ବାତ୍ୟା ‘ଦାନା’ ପାଇଁ ହୋଇଥିବା ପ୍ରସ୍ତୁତିର କଟକ ମେୟର ସୁବାସ ସିଂଙ୍କ ସହ ସିଏମସିର ଟିମ ଭିନ୍ନ ଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ବୁଲି ଦେଖିବା ସହ ସେଠାକାର ପରିବେଶ, ଆଲୋକିକରଣ, ଶୌଚାଳୟ ସୁବିଧା, ୨୪ ଘଣ୍ଟିଆ ଲାଇଟ ଏବଂ ପାନୀୟ ଜଳର ବ୍ୟବସ୍ଥା ମଧ୍ୟ ନିଜେ ବୁଲି ବୁଲି ଦେଖିଛନ୍ତି।

ବାତ୍ୟା ‘ଦାନା’ ; ୩ ଜିଲାରେ ହେବ ବେଶୀ ପବନ, ୨ ମିଟର ପର୍ଯ୍ୟନ୍ତ ଜୁଆର ଆସିପାରେ- ଆଇଏମଡି ଡିଜି..


ସୂଚନା ଯୋଗ୍ୟ, ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକରେ ସିଏମସି ତରଫରୁ ଏକ ଅଫିସର ନିଯୋଜିତ କରାଯାଇଛି। ଆଶ୍ରୟସ୍ଥଳୀ ଗୁଡିକରେ କୌଣସି ପ୍ରକାରର ଅସୁବିଧା ନ ହୁଏ, ସେ ବିଷୟରେ ସିଏମସି ଗୁରୁତ୍ୱ ସହ ଧ୍ୟାନ ଦେଇଛି । ଜିରୋ କାଜୁଆଲିଟି ଆଧାରରେ କାର୍ଯ୍ୟ କରୁଛି ସିଏମସି । ସିଏମସି ମେୟର ଏହି ଅସୁବିଧା ସମୟରେ ସମସ୍ତ ବିଷୟକୁ ଧ୍ୟାନ ଦେଇ ମନିଟରିଂ କରୁଛନ୍ତି। ଶୁଖିଲା ଖାଦ୍ୟ ଓ ରନ୍ଧା ଖାଦ୍ୟ ଉଭୟ ବ୍ୟବସ୍ଥା କରାଯାଇଛି । ମେୟର ଗୋରାକବର ସ୍କୁଲରେ ବାତ୍ୟା ଆଶ୍ରୟସ୍ଥଳୀ ବୁଲି ଦେଖିବା ସମୟରେ ନିଜେ ଆଶ୍ରୟ ସ୍ଥଳୀ ବାସିନ୍ଦାଙ୍କୁ ଖାଦ୍ୟ ପରଷିବା ସହ ସେହି ରନ୍ଧା ଖାଦ୍ୟ ଖାଇ ଖାଦ୍ୟର ମାନ ପରଖିଥିଲେ। ଏହାସହ କଟକ ଜିଲ୍ଲାପାଳ ଓ ଡିସିପି ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories