ବାତ୍ୟା ‘ଦାନା’ ; ୩ ଜିଲାରେ ହେବ ବେଶୀ ପବନ, ୨ ମିଟର ପର୍ଯ୍ୟନ୍ତ ଜୁଆର ଆସିପାରେ- ଆଇଏମଡି ଡିଜି..

ଭୁବନେଶ୍ୱର : ବାତ୍ୟା ‘ଦାନା’ ପ୍ରଭାବରେ ୩ ଜିଲାରେ ବେଶୀ ପବନ ହେବ ବୋଲି ଗୁରୁବାର କହିଛନ୍ତି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର। କେନ୍ଦ୍ରାପଡା, ଭଦ୍ରକ ଏବଂ ବାଲେଶ୍ୱରରେ ବେଶୀ ପବନ ହେବ । ଏହି ୩ ଜିଲାରେ ୧୦୦ରୁ ୧୨୦ କିମି ବେଗରେ ପବନ ବହିପାରେ । ଏବେ ପାରାଦୀପଠାରୁ ୨ ଶହ କିମି ଦୂରରେ ଅଛି ବାତ୍ୟା । ଏଠାରେ ଏବେ ପବନର ବେଗ ୯୫ରୁ ୧୦୫ କିମି ରହିଛି । … Continue reading ବାତ୍ୟା ‘ଦାନା’ ; ୩ ଜିଲାରେ ହେବ ବେଶୀ ପବନ, ୨ ମିଟର ପର୍ଯ୍ୟନ୍ତ ଜୁଆର ଆସିପାରେ- ଆଇଏମଡି ଡିଜି..