www.samajalive.in
Sunday, December 7, 2025
26.1 C
Bhubaneswar

ଭିଡିଓ: ‘ଧିରେ ଗାଡି ଚଲାଅ’ ବୋଲି କହିବାରୁ ମାଡ ମାରିଲା ଯୁବକ, ହସ୍ପିଟାଲରେ ବୃଦ୍ଧ ମୃତ

ହାଇଦ୍ରାବାଦ : ହାଇଦ୍ରାବାଦର ଅଲଓ୍ବଲରୁ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏଠାରେ ଜଣେ ମୋଟରସାଇକେଲ ଆରୋହୀ ଜଣେ ବୃଦ୍ଧ ଯାତ୍ରୀଙ୍କୁ ଆକ୍ରମଣ କରୁଛନ୍ତି । ବୃଦ୍ଧଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଉଛି ଯେଉଁଠି ସେ ମୃତ୍ୟୁବରଣ କରୁଛନ୍ତି ।

ଘଟଣାଟି ୩୦ ସେପ୍ଟେମ୍ବରର ବୋଲି କୁହାଯାଉଛି । ମୃତକ ଜଣ ୬୫ ବର୍ଷୀୟ ଅଞ୍ଜନେୟୁଲୁ ବୋଲି କୁହାଯାଉଛି । ସେ ଜଣେ ବାଇକ ଆରୋହୀଙ୍କୁ ଧିରେ ଗାଡି ଚଳାଇବାକୁ ପରାମର୍ଶ ଦେବାରୁ ଉତ୍ୟକ୍ତ ହୋଇ ବାଇକ ଚାଳକ ତାଙ୍କୁ ଆକ୍ରମଣ କରିଥିଲା । ଦେଖନ୍ତୁ ଭିଡିଓ..

- Advertisement -

ଏଥିରେ ବୟସ୍କ ବ୍ୟକ୍ତି ଜଣକ ରାସ୍ତା ପାର୍ କରୁଛନ୍ତି । ଏହି ସମୟରେ ବାଇକରେ ଏକ ଦମ୍ପତି ଯାଉଛନ୍ତି । ବ୍ୟକ୍ତି ଜଣଙ୍କ ତାଙ୍କୁ ଧିରେ ଗାଡି ଚଳାଇବାକୁ ପରାମର୍ଶ ଦେବାରୁ ସେ ଗାଡି ଅଟକାଇ ତାଙ୍କୁ ଆକ୍ରମଣ କରୁଛନ୍ତି । ଘଟଣା ପରେ ଅଞ୍ଜନେୟୁଲୁଙ୍କ ତାଙ୍କ ପରିବାରଲୋକେ ହସ୍ପିଟାଲ ନେଇଥିଲେ କିନ୍ତୁ ଅନେକ ଚେଷ୍ଟା ପରେ ମଧ୍ୟ ସେ ବର୍ତ୍ତି ନଥିଲେ । ତେବେ ଅଭିଯୋଗ ପରେ ପୁଲିସ ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତକୁ ଗିରଫ କରି ପଚରାଉଚରା କରୁଛି ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories