www.samajalive.in
Saturday, December 6, 2025
15.1 C
Bhubaneswar

ରାସ୍ତା ମରାମତି କଲେ ମହିଳା

ଫୁଲବାଣୀ: ଖଜୁରୀପଡା ବ୍ଲକ ନିକଟ ସୁରଦେଇ ଗ୍ରାମର ମୁଖ୍ୟ ରାସ୍ତା ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ଥିଲା, ଯାହାର ଫଳରେ ଯାତ୍ରୀମାନେ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଏହାକୁ ଦେଖି ପ୍ରଗତି ୟୁଥ କାଉନସେଲ ଦଳର ସଭ୍ୟା ବର୍ଷାରାଣୀ ସାହୁ, ସୋନମ ବେହେରା, ସତ୍ୟପ୍ରକାଶ ମାଝୀ ଓ ଅନ୍ୟ କର୍ମୀମାନେ ଏସଏଚଜି ଦଳ ତୁଳସୀ, ମା’ ମଙ୍ଗଳା, ବନଦୁର୍ଗା ଓ ମା’ ଲକ୍ଷ୍ମୀ ସହିତ ମିଶି ମରାମତି କାର୍ଯ୍ୟରେ ଲାଗିଥିଲେ। ସେମାନେ ଖାଲଖମା ଯୋଗୁ ତିଆରି ହୋଇଥିବା ମୁଖ୍ୟରାସ୍ତାର ଖାଲ ଜାଗାରେ ମାଟି ପକାଇ ରାସ୍ତା କାମ କରିଛନ୍ତି। ବ୍ଲକ ପ୍ରଶାସନ ରାସ୍ତାକୁ ଠିକ୍ ଭାବେ ମରାମତି କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories