www.samajalive.in
Sunday, December 14, 2025
15.1 C
Bhubaneswar

କାଠ ବୋଝେଇ ଅଟୋ ଜବତ କଲା ବନ ବିଭାଗ

ପାଟଣା: ମୟୁରଭଞ୍ଜ ଜିଲ୍ଲା ଚଢ଼େଇଭୋଳରୁ ସାହାରପଡା ବ୍ଲକ ଅଞ୍ଚଳକୁ ଏକ ଅଟୋରେ କବାଟ ଲଗାଇବା ପାଇଁ ବ୍ୟବହୃତ ୧୨ଟି ଚୌକାଠ ଓ ୬ଟି ସାନ ଚୌକାଠ ଚାଲାଣ କରାଯାଉଥିବା ବେଳେ ପାଟଣା ବନାଞ୍ଚଳ ଇଲାକା ସାହାରପଡା ବ୍ଲକ ମୁକ୍ତାପୁର ନିକଟରୁ ଅଟୋଟିକୁ କାଠ ସହ ବନବିଭାଗ ଜବତ କରିଛି। କୌଣସି ସୂତ୍ରରୁ ଖବର ପାଇ ପାଟଣା ବନାଞ୍ଚଳ ଅଧିକାରୀ ବନବିହାରୀ ସର୍ଦ୍ଦାର, ସାହାରପଡା ବନରକ୍ଷୀ ରଞ୍ଜିତା ମହାନ୍ତ ଓ ଦୀପକ କୁମାର ରଣାଙ୍କ ସହ ବନବିଭାଗ ପାରା କର୍ମଚାରୀ ମାନେ ବିଲା ରାସ୍ତାର ମୁକ୍ତାପୁର ନିକଟରେ ଏହି ଚୋରା କାଠ ବୋଝେଇ ଅଟୋକୁ ଜବତ କରିଛନ୍ତି। ବନବିଭାଗ କର୍ମଚାରୀଙ୍କୁ ଦେଖି ଅଟୋ ଚାଳକ ଅଟୋ ରଖି ଫେରାର ହୋଇ ଯାଇଥିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories