୧୦ ଅକ୍ଟୋବରରରୁ ଏହି ରାଶିଙ୍କୁ ଭାଗ୍ୟଶାଳୀ କରିବ ବୁଧଙ୍କ ରାଶି ପରିବର୍ତ୍ତନ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରି ଥାଆନ୍ତି । ଏହାର ପ୍ରଭାବ ସମସ୍ତ ୧୨ ରାଶି ଉପରେ ପଡିଥାଏ । ଜ୍ୟୋତିଷ ଗଣନା ଅନୁସାରେ ଗ୍ରହଙ୍କ ରାଜକୁମାର ବୁଧ ୧୦ ଅକ୍ଟୋବରରେ ତୁଳା ରାଶିରେ ପ୍ରବେଶ କରିବେ । ୧୦ ଅକ୍ଟୋବରରେ ଦିନ ୧୧ଟା ୨୫ ମିନିଟରେ ବୁଧ ତୁଳା ରାଶିରେ ଚଳନ କରିବେ । ଏହାର ପ୍ରଭାବ ୫ ରାଶି ପାଇଁ ବେଶ ଶୁଭଙ୍କର । ଜାଣନ୍ତୁ କେଉଁ ରାଶି ହେବେ ଭାଗ୍ୟଶାଳୀ..

ବୃଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଚାକିରି ଓ ବ୍ୟବସାୟ ଉଭୟ ପାଇଁ ସମୟ ଅନୁକୂଳ ରହିଛି । ଉନ୍ନତି ପାଇଁ ନୂଆ ରାସ୍ତା ସାମ୍ନାକୁ ଆସିବ । କର୍ମକ୍ଷେତ୍ରରେ ସହଯୋଗୀଙ୍କ ସହଯୋଗ ମିଳିବ । ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଅନକୂଳ ରହିଛି ।

କର୍କଟ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଶୁଭ ଖବର ମିଳିବ । ଆୟର ନୂଆ ରାସ୍ତା ସାମ୍ନାକୁ ଆସିବ । ଚାକିରି କରୁଥିବା ବ୍ୟକ୍ତି ବିଶେଷଙ୍କ ଦରମା ବୃଦ୍ଧି ହେବ । ଆର୍ଥିକ ସ୍ଥିତି ମଜଭୁତ ହେବ । ପରିବାର ସଦସ୍ୟଙ୍କ ସହ ଉତ୍ତମ ସମୟ ଅତିବାହିତ କରିବେ ।

କନ୍ୟା – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଧନ ପ୍ରାପ୍ତି ହେବ । ମାନସିକ ଶାନ୍ତି ମିଳିବ । ଚାକିରିରେ ପଦନ୍ନୋତି ମିଳିବ । ମନକୁ ଶାନ୍ତି ମିଳିବ । କରଜରୁ ମୁକ୍ତି ମିଳିବ ।

ବିଛା – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ କର୍ମକ୍ଷେତ୍ରରେ ନୂଆ ସୁଯୋଗ ମିଳିବ । ଆର୍ଥିକ ସ୍ଥିତି ମଜଭୁତ ହେବ । ଅଟକି ଥିବା କାମ ପୂରଣ ହେବ ।

କୁମ୍ଭ- ଏହି ରାଶିଙ୍କ ପାଇଁ ସମୟ ଅନକୂଳ ରହିଛି । ନିବେଶ କରି ଲାଭବାନ୍‌ ହେବେ । ବାହନ ସୁଖ ମିଳିବ । ଶୁଭ ଖବର ମିଳିବ ।

ୟୁଟ୍ୟୁବ୍‌ ସର୍ଟ୍ସ ପାଇଁ ଆସିଲା ବଡ ଅପଡେଟ୍‌; ଅକ୍ଟୋବର ୧୫ରୁ ହେବ ଏହି ପରିବର୍ତ୍ତନ ..

 

Comments are closed.