ୟୁଟ୍ୟୁବ୍‌ ସର୍ଟ୍ସ ପାଇଁ ଆସିଲା ବଡ ଅପଡେଟ୍‌; ଅକ୍ଟୋବର ୧୫ରୁ ହେବ ଏହି ପରିବର୍ତ୍ତନ ..

ନୂଆଦିଲ୍ଲୀ: ଆପଣ ସର୍ଟ୍ସ କରୁଛନ୍ତି କି? ଆସିଗଲା ଏକ ବଡ ଖବର । ୟୁଟ୍ୟୁବ୍‌ ସର୍ଟ୍ସରେ ବର୍ତ୍ତମାନ ୩ ମିନିଟ୍‌ ପର୍ଯ୍ୟନ୍ତ ଭିଡିଓ ଅପଲୋଡ୍‌ କରି ପାରିବେ । ପ୍ରଥମେ କେବଳ ୧ ମିନିଟ୍‌ ପର୍ଯ୍ୟନ୍ତ ଭିଡିଓ ଅପଲୋଡ୍‌ କରିପାରୁଥିବା ବେଳେ ଏବେ ସମୟ ସୀମା ବୃଦ୍ଧି କରାଯାଇଛି । ଏହି ପରିବର୍ତ୍ତନ ଅକ୍ଟୋବର ୧୫ରୁ ଲାଗୁ ହେବ । ୟୁଟ୍ୟୁବ୍‌ କହିଛି, ଲୋକଙ୍କ ଚାହିଦା ଅନୁଯାୟୀ ଏପରି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଫଳରେ ଭିଡିଓ … Continue reading ୟୁଟ୍ୟୁବ୍‌ ସର୍ଟ୍ସ ପାଇଁ ଆସିଲା ବଡ ଅପଡେଟ୍‌; ଅକ୍ଟୋବର ୧୫ରୁ ହେବ ଏହି ପରିବର୍ତ୍ତନ ..