www.samajalive.in
Sunday, December 14, 2025
15.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଆଜିଠୁ ନବରାତ୍ର ପୂଜା ଆରମ୍ଭ, ଚଣ୍ଡିପାଠରେ ପ୍ରକମ୍ପିତ ହେଉଛି ବିଭିନ୍ନ ଶକ୍ତିପୀଠ..

ଓଡିଶାକୁ କେମିତି ଆସିବ ବିପୁଳ ପୁଞ୍ଜି: ଉତ୍କର୍ଷ ଓଡିଶା କନକ୍ଲେଭ୍ ପାଇଁ ଆଜି ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ରୋଡ୍ ଶୋ, ବିଶିଷ୍ଠ ପୁଞ୍ଜିପତି, ଶିଳ୍ପଦ୍ୟୋଗୀ ଓ ବିଭିନ୍ନ ଦେଶର ରାଷ୍ଟ୍ରଦୂତଙ୍କ ସହ କରିବେ ଆଲୋଚନା, ଆସନ୍ତା ୫ ବର୍ଷରେ ରାଜ୍ୟରେ ୫ ଲକ୍ଷ କୋଟି ନିବେଶ କରିବାକୁ ଲକ୍ଷ୍ୟ..

- Advertisement -

ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ: କାଲି ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା, ଘନୀଭୂତ ହେବା ଆଶଙ୍କା କମ୍..

ଆଇଏମଡି ଡିଜିଙ୍କ ସୂଚନା, ଓଡିଶାକୁ ନାହିଁ ବାତ୍ୟା ଭୟ, ୪ରେ ଉତ୍ତର ଓଡିଶାରେ ବର୍ଷା ସମ୍ଭାବନା..

ଶାରଦୀୟ ନବରାତ୍ରରୁ ଆରମ୍ଭ ହେଲା ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ; ଜାଣନ୍ତୁ ୧୨ ରାଶି ଉପରେ ପଡିବ କି ପ୍ରଭାବ, କିଏ ହେବେ ଭାଗ୍ୟଶାଳୀ..

ନୟାଗଡ଼ ଜିଲ୍ଲା ଦଶପଲ୍ଲା ବନ୍ୟଞ୍ଚଳ ସାକେଣି କେନ୍ଦୁ ପତ୍ର ଫଡ଼ିରେ ଅଭାବନୀୟ ଘଟଣା: ବନ୍ଧୁକ ଦେଖାଇ କେନ୍ଦୁପତ୍ର ଫଡ଼ିରେ ପଶି ଲୁଟି ନେଲେ ୫ ଲକ୍ଷ ଟଙ୍କାର କେନ୍ଦୁପତ୍ର..

ଲେବାନନରେ ଇସ୍ରାଏଲ ସେନାର ଗ୍ରାଉଣ୍ଡ ଅପରେସନ୍ ଜାରି ; ରାଜଧାନୀ ବେରୁତର ୭ଟି ସ୍ଥାନରେ ଜୋରଦାର ହମଲା..

ଇସ୍ରାଏଲ ବାୟୁସେନା ଦ୍ଵାରା ଏୟାର ଷ୍ଟ୍ରାଇକ୍ ସହ ବୋମାମାଡ, ଆକ୍ରମଣରେ ୮ ଲେବାନନ ସେନା ନିହତ, ୧ ଲକ୍ଷ ୨୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କଲା ଲେବାନନ..

ନୂଆଦିଲ୍ଲୀ: ହସ୍ପିଟାଲରେ ଡାକ୍ତରଙ୍କୁ ଗୁଳିକରି ହତ୍ୟା କଲେ ଦୁର୍ବୃତ୍ତ
କାଳିନ୍ଦୀକୁଞ୍ଜ ଅଞ୍ଚଳର ନିମା ହସ୍ପିଟାଲରେ ଗୁଳିକାଣ୍ଡ
ମୃତ ଡାକ୍ତର ଯାବେଦ, ହତ୍ୟାର କାରଣ ଅସ୍ପଷ୍ଟ..

ଦେଖନ୍ତୁ ଭିଡିଓ; ସ୍ୱାମୀଙ୍କ କାନ୍ଧରେ ଗୋଡ ରଖି ପତ୍ନୀ କଲେ କରୱାଚୌଥ ପୂଜା..

ଭୁବନେଶ୍ବର ମୈତ୍ରୀବିହାରର ଆପାର୍ଟମେଣ୍ଟରେ ଲୁଟ୍ ବାହାନାରେ ଗଣଦୁଷ୍କର୍ମ ମାମଲା : କୋର୍ଟ ଚାଲାଣ ହେବେ ଗିରଫ ୩ ଅଭିଯୁକ୍ତ..

ଅଧିକ ତଦନ୍ତ ପାଇଁ ସମସ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରିବ କମିଶନରେଟ ପୁଲିସ୍..

ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପାଣି ସମସ୍ୟା: ସ୍ତ୍ରୀ ଓ ପ୍ରସୂତି ବିଭାଗରେ ବୁଧବାର ରାତିରୁ ଆସୁନି ପାଣି, ମୋଟର ପୋଡି ଯାଇଥିବାରୁ ପାଣି ଆସୁନଥିବା ସୂଚନା, ରୋଗୀ ଓ ସମ୍ପର୍କୀୟ ହନ୍ତସନ୍ତ..

ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ବାଲିବୋ ଗାଁରେ ଅଘଟଣ: କୂଅରେ ଭାସୁଛି ମହିଳାଙ୍କ ଅର୍ଦ୍ଧ ଉଲଗ୍ନ ମୃତଦେହ, ସ୍ୱାମୀ ଅଟକ..

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories