www.samajalive.in
Monday, December 15, 2025
16.1 C
Bhubaneswar

ଶିଶୁ ସୁରକ୍ଷା ଓ ବ୍ୟବସ୍ତା ଉପରେ କର୍ମଶାଳା

ଫୁଲବାଣୀ:ଶିଶୁ ସୁରକ୍ଷା ଓ ବ୍ୟବସ୍ତା ଉପରେ ଏକା କର୍ମଶାଳା ଫୁଲବାଣୀ ବଚପନ ଟ୍ରଷ୍ଟ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକର୍ମରେ ବଚପନ ଟ୍ରଷ୍ଟ ର ନିର୍ଦେଶକ ଅର୍ପିତା ପଟ୍ଟନାୟିକ ଯୋଗଦେଇ ଶିଶୁ ସୁରକ୍ଷା ଓ ବ୍ୟବସ୍ତା ଉପରେ କନ୍ଧମାଳ ଜିଲାରେ ବଚପନ ଟ୍ରଷ୍ଟ ପକ୍ଷରୁ କଣ କଣ କାଯ୍ୟକର୍ମ କରାଯାଉଛି। ଏ ଦିଗରେ କଣ ବ୍ୟବସ୍ତା ରହିଛି ଏହା ଉପରେ କହିଥିଲ କ୍ଷ ଅନ୍ୟ ମାନଙ୍କ ମଧ୍ୟରେ ସିଡବ୍ଲୁସି ଅଧକ୍ଷ ରଜତ କୁମାର ଦିଗଲ , ସିଡବଲୁସି ସଦସ୍ୟ ସଦାଶିବ ପାତ୍ର, ପ୍ରସନ ବିଶୋଇ, ଏଲପିଓ ଅଭିରାମ କହଁର ଓ ସୁନୀଲ କୁମାର ପ୍ରଧାନ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଶିଶୁ ମାନଙ୍କ ସୁରକ୍ଷା ଓ ଥଇଥାନ ଉପରେ କହିଥିଲେ।

କନ୍ଧମାଳ ଜିଲାର କୋଟଗଡ଼, ଫିରିଙ୍ଗିଆ, ରାଇକିଆ ଏବଂ ଟିକାବାଲି ବ୍ଳକର ୧୦୦ଟି ଗ୍ରାମ ଏବଂ ୧୫ଟି ପଞ୍ଚାୟତରେ ୧୮ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ନେଇ ବିଭିନ୍ନ ପ୍ରକାରର କାର୍ଯ୍ୟ କରିଚାଲିଛି ବୋଲି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଜିଲା ପରିଚାଳକ ଚିକୁନ୍ ପ୍ରଧାନ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମ ପରିଚାଳକ ରିନାରାଣୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

Related Articles

Popular Categories