ବାସ୍ତୁ : ବାସ୍‌ ଏହି ଗୋଟିଏ ଜିନିଷ ଘରେ ରହିଲେ, ପାଣି ଭଳି ଖର୍ଚ୍ଚ ହୁଏ ଟଙ୍କା, ରୋଗ ସହ ଅଶାନ୍ତି, କରଜ ଲାଗି ରହେ..

ବାସ୍ତୁ ଶାସ୍ତ୍ରରେ ଅନେକ ନିୟମ ବର୍ଣ୍ଣନା କରାଯାଇଛି । ସେହି ନିୟମର ପାଳନ କରିବା ଦ୍ୱାରା ଜୀବନରେ ଥିବା ସମସ୍ୟା ଦୂର ହୋଇଥାଏ । ଘରର ଜିନିଷକୁ ସଜାଇ ରଖିବା ପାଇଁ ମଧ୍ୟ ବାସ୍ତୁ ନିୟମ ରହିଛି । ସେହିପରି ଘରକୁ ସ୍ୱଚ୍ଛ ରଖିବା ପାଇଁ ମଧ୍ୟ କିଛି ନିୟମ ରହିଛି । ବାସ୍ତୁ ନିୟମକୁ ଦୃଷ୍ଟିରେ ରଖି ଘରକୁ ସ୍ୱଚ୍ଛ ରଖିବା ଆବଶ୍ୟକ । ଘର ସଫାସୁତୁରା ରହିବା ଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ ।

ଅଟୋ ଚାଳକଙ୍କ ଏମିତି ଭଡା ନେବା ଶୈଳୀକୁ ପ୍ରଶଂସା କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ..

ଘରର କୋଣରେ, ବିଭିନ୍ନ କକ୍ଷରେ କାନ୍ଥରେ ବୁଢିଆଣୀ ଜାଲ ନିଶ୍ଚୟ ଦେଖିଥିବେ । ଏହା ରହିବା ଦ୍ୱାରା ଆଦୌ ଧନ ସଞ୍ଚୟ ହୋଇ ପାରିନଥାଏ । ଟଙ୍କା ପାଣି ଭଳି ଖର୍ଚ୍ଚ ହୋଇଥାଏ ।

ଜାଣନ୍ତୁ ; ଆଖି ଡେଇଁବା ଶୁଭ, ଅଶୁଭ ନା ଭିଟାମିନ୍‌ର ଅଭାବ..

ଘରେ ବୁଢିଆଣୀ ଜାଲ ରହିବା ଦ୍ୱାରା ଘରେ ଆଦୌ ଶାନ୍ତି ରହିନଥାଏ । ମା’ଲକ୍ଷ୍ମୀ ଘରେ ବାସ କରନ୍ତି ନାହିଁ । କେବଳ ଧନ ଖର୍ଚ୍ଚ ହୋଇଥାଏ । କରଜ ଲାଗି ରହିଥାଏ । ଏହାସହ ବୁଢିଆଣାୀ ଜାଲ ରହିଲେ ପରିବାର ସଦସ୍ୟ ବାରମ୍ବାର ରୋଗଗ୍ରସ୍ତ ହୋଇ ଥାଆନ୍ତି।

ବୁଧ ଚଳନ: ଏହି ୫ ରାଶି ହେବେ ଭାଗ୍ୟଶାଳୀ,ଚମକିବ ଭାଗ୍ୟ, ମିଳିବ ଧନ, ସଫଳତା..


ଘରର ଶୋଇବା କକ୍ଷରେ ବୁଢୀଆଣୀ ଜାଲ ରହିବା ଦ୍ୱାରା ମାନସିକ ଦୁଃଶ୍ଚିନ୍ତା ବୃଦ୍ଧି ପାଇଥାଏ । ତେଣୁ ଏହାକୁ ତୁରନ୍ତ ସଫା କରନ୍ତୁ । ଶୟନ କକ୍ଷରେ ବୁଢିଆଣୀ ଜାଲ ରହିବା ଦ୍ୱାରା ଦମ୍ପତିଙ୍କ ମଧ୍ୟରେ କଳହ ହୋଇଥାଏ।

ମାନସିକ ଅଶାନ୍ତି ବୃଦ୍ଧି ପାଇଥାଏ । ଠାକୁର ଘରେ ବୁଢିଆଣୀ ଜାଲ ରହିବା ଦ୍ୱାରା ର୍ଦୁଭାଗ୍ୟ ଆସିଥାଏ । ରୋଷେଇ ଘରେ ଏହା ରହିଲେ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଲାଗି ରହିଥାଏ।

ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆନ୍‌ ଫେଷ୍ଟିଭାଲ୍‌ ସେଲ୍‌ ଆରମ୍ଭ ; ଜାଣନ୍ତୁ ବିନା ଟଙ୍କା ଓ କ୍ରେଡିଟ୍‌ କାର୍ଡରେ କେମିତି କିଣିବେ ଜିନିଷ, ଏଥର ଜବରଦସ୍ତ ଅଫର୍‌..

 

Comments are closed.