ଅଟୋ ଚାଳକଙ୍କ ଏମିତି ଭଡା ନେବା ଶୈଳୀକୁ ପ୍ରଶଂସା କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ..

ନୂଆଦିଲ୍ଲୀ : ଅଟୋ ଚାଳକଙ୍କ ଭଡା ନେବା ଶୈଳୀ ଦେଖି ତାଜୁବ୍‌ ହେଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କହିଲେ, କେତେ ତାକତ ଅଛି ଡିଜିଟାଲ ଇଣ୍ଡିଆର, ତାହା ପ୍ରମାଣିତ କରିଛନ୍ତି ଜଣେ ଅଟୋ ଚାଳକ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିକଟରେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରୁ ବେଙ୍ଗାଲୁରୁର ଜଣେ ଅଟୋ ଚାଳକଙ୍କ ଫଟୋ ଶେୟାର କରିଛନ୍ତି । ଅଟୋ ଭଡା ନେବା ପାଇଁ ଚାଳକ ଜଣକ ଚମତ୍କାର ସ୍ମାର୍ଟ ଶୈଳୀ ଆପଣାଇଛନ୍ତି । ଭାଇରାଲ୍‌ … Continue reading ଅଟୋ ଚାଳକଙ୍କ ଏମିତି ଭଡା ନେବା ଶୈଳୀକୁ ପ୍ରଶଂସା କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ..