ଜାଣନ୍ତୁ ; ଆଖି ଡେଇଁବା ଶୁଭ, ଅଶୁଭ ନା ଭିଟାମିନ୍‌ର ଅଭାବ..

ଅନେକ ସମୟରେ ଆଖି ଡେଇଁବା ଅନୁଭବ ହୋଇଥାଏ । ଏହାକୁ ଶୁଭ ଓ ଅଶୁଭ ସଙ୍କେତ ବୋଲି ମଧ୍ୟ କୁହାଯିବା ନିଶ୍ଚୟ ଶୁଣି ଥିବେ । କୁହାଯାଏ ଆଖି ଡେଇଁବା ଦ୍ୱାରା ଶୁଭ ଓ ଅଶୁଭ ଘଟଣା ଘଟିବାର ସଙ୍କେତ ମିଳିଥାଏ । ମାତ୍ର ଏହା ସ୍ୱାସ୍ଥ୍ୟ ସହ ଜଡିତ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତାନୁସାରେ ଆଖି ଡେଇଁବାର ଅନେକ କାରଣ ରହିଛି। ଆଖି ଡେଇଁବାର ମୁଖ୍ୟ କାରଣ ଭିଟାମିନ୍‌ର ଅଭାବ ହୋଇପାରେ । ଭିଟାମିନ୍‌ର ଅଭାବ … Continue reading ଜାଣନ୍ତୁ ; ଆଖି ଡେଇଁବା ଶୁଭ, ଅଶୁଭ ନା ଭିଟାମିନ୍‌ର ଅଭାବ..