www.samajalive.in
Sunday, December 7, 2025
23.1 C
Bhubaneswar

ହରଭଙ୍ଗା ବ୍ଲକର ଦୁଇଜଣ କନିଷ୍ଠ ଯନ୍ତ୍ରୀଙ୍କୁ ବଦଳି….

ହରଭଙ୍ଗା : ରାଜ୍ୟସରକାରଙ୍କ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ପକ୍ଷରୁ ୧୯ଜଣ କନିଷ୍ଠ ଯନ୍ତ୍ରୀଙ୍କୁ ଜିଲଳ ବାହାରକୁ ବଦଳି ନିର୍ଦେଶନାମା ଶୁକ୍ରବାର ପ୍ରକାଶ ପାଇଛି। ବିଭାଗୀୟ ପତ୍ର ସଂଖ୍ୟା ୨୧୫୮୬ ଅନୁସାରେ ଏହି ତାଲିକାରେ ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ଦୁଇଜଣ କନିଷ୍ଠ ଯନ୍ତ୍ରୀଙ୍କ ବଦଳି ହୋଇଛି। କନିଷ୍ଠ ଯନ୍ତ୍ରୀ ବାବୁଲା ବେହେରାଙ୍କୁ ରୁ ବୌଦ୍ଧ ଗଞ୍ଜାମ ଜିଲ୍ଲାକୁ ବଦଳି ହୋଇଥିବା ବେଳେ ରାଜେଶ କୁମାର ଧୀରଙ୍କୁ ବୌଦ୍ଧରୁ କୋରାପୁଟ ଜିଲ୍ଲାକୁ ବଦଳି କରାଯାଇଛି।
ଗତ ଜୁଲାଇ ମାସରେ ରାଜେଶ ଧୀର ବୌଦ୍ଧ ବ୍ଲକରୁ ହରଭଙ୍ଗା ବ୍ଲକକୁ ବଦଳି ହୋଇଆସିଥିବା ବେଳେ ଦୁଇମାସ ନପୂରୁଣୁ ତାଙ୍କର ଜିଲ୍ଲା ବାହାରକୁ କୋରାପୁଟ ବଦଳି କରାଯିବା ଘଟଣା ବୁଝାପଡ଼ୁନାହିଁ। ଏହା ସହିତ ବି. ଡି. ଓମାନଙ୍କୁ ତୁରନ୍ତ ବଦଳି ନିର୍ଦେଶନାମାକୁ ପାଳନ କରି ସେମାନଙ୍କୁ ରିଲିଫ କରିବା ସହିତ ପ୍ରତିବଦଳ ନିଯୁକ୍ତିକୁ ଅପେକ୍ଷା ନକରିବାକୁ ପତ୍ରରେ ସଫା ସଫା ଦର୍ଶାଯାଇଛି

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories