www.samajalive.in
Saturday, December 6, 2025
15.1 C
Bhubaneswar

ବୈଜ୍ଞାନିକଙ୍କ ଘରେ କଳା କନା ବୁଲାଇ ଲୁଟି ନେଲେ ୫୦ ଭରି ସୁନା..

ଭୁବନେଶ୍ୱର : ବୈଜ୍ଞାନିକଙ୍କ ଘରେ କଳାକନା ବୁଲାଇଲେ ଲୁଟେରା । ଚନ୍ଦକା ଥାନା ଆକ୍ରୋପଲିସ ଆପାର୍ଟମେଣ୍ଟରୁ ଲୁଟି ନେଲେ ଦୁର୍ବୃତ୍ତ । ପ୍ରାୟ ୫୦ ଭରି ସୁନା ଲୁଟି ନେଇଛନ୍ତି । ବୈଜ୍ଞାନିକ ବିଦେଶ ଗସ୍ତରେ ବାହାରେ ଥିବା ବେଳେ ଘରେ କେହି ନଥିବାର ସୁଯୋଗ ନେଇ ଲୁଟ୍‌ କରିଛନ୍ତି । ୩୭ ବର୍ଷ ହେବ ଯାହା ଗହଣା କିଣିଥିଲେ ସବୁ ଚୋରି ହୋଇଯାଇଥିବା ଅଭିଯୋଗ ହୋଇଛି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଭିଡିଓରେ ଦେଖନ୍ତୁ; କେମିତି ଜଙ୍ଗଲର ରାଜାକୁ ଧୂଳି ଚଟାଇଲା ଜିରାଫ..


ସେହିପରି କଟକ ତ୍ରିଶୁଳିଆ ସ୍ଥିତ ଡିଅନ୍‌ ଆପାର୍ଟମେଣ୍ଟରେ ସୁରକ୍ଷାକୁ ନେଇ ଲୋକେ ଉତ୍ତ୍ୟକ୍ତ ହୋଇଛନ୍ତି । ଲୁଟ୍‌ ପାଇଁ ଉଦ୍ୟମ ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ସୁରକ୍ଷାକୁ ସୁବ୍ୟବସ୍ଥିତ କରିବା ଦାବିରେ ଘର ମାଲିକ ଧାରଣା ଦେଇଥିବା ଦେଖାଯାଇଥିଲା ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories