www.samajalive.in
Saturday, December 6, 2025
15.1 C
Bhubaneswar

କଟକରେ ୨ ଜଣଙ୍କୁ ଧକ୍କା ଦେଇ ନାଳରେ ପଶିଲା ପିସିଆର୍‌

କଟକ : କଟକ ବିଜୁ ପଟ୍ଟନାୟକ ଛକ ନିକଟରେ ଶୁକ୍ରବାର ୨ ଜଣଙ୍କୁ ଧକ୍କା ଦେବା ପରେ ନାଳକୁ ପଶିଲା ପୁଲିସ ଗାଡି । ଏକ ପିସିଆର ଗାଡି ଜଣେ ସାଇକେଲ ଆରୋହୀ ଓ ଜଣେ ମୋଚୀଙ୍କୁ ଧକ୍କା ଦେବା ପରେ ସେମାନଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି । ପୁଲିସ ଗାଡିର ଚାଳକ ନିଶାସକ୍ତ ଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଗାଡି ଓ ଚାଳକଙ୍କୁ ଉଦ୍ଧାର କରି ପୁଲିସ ନେଇଯାଇଥିବା ସୂଚନା ମିଳିଛି।

୩ ମହିଳାଙ୍କ ଉପରେ ଚଢିଗଲା କାର୍‌

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories