୩ ମହିଳାଙ୍କ ଉପରେ ଚଢିଗଲା କାର୍‌

ହରଭଙ୍ଗା : ହରଭଙ୍ଗା ବ୍ଲକ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ପୁରୁଣାକଟକ ବଜାରରେ ଶୁକ୍ରବାର ଅପରାହ୍ନ ସମୟରେ ୩ ଜଣ ମହିଳାଙ୍କୁ ଧକ୍କା ଦେବା ପରେ କାର ସୁନା ଦୋକାନକୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ଆଜି ଅପରାହ୍ନ ସମୟରେ ଚାରିଛକ ପାର୍ଶ୍ୱରୁ ବୌଦ୍ଧ ଆଡକୁ ଏକ କାର ଯାଉଥିଲା। ଏହି ସମୟରେ କାରଟି ପୁରୁଣାକଟକ ମାର୍କେଟ ଉପରେ ଭାରସାମ୍ୟ ହରାଇ ଏକ ସୁନା ଦୋକାନକୁ … Continue reading ୩ ମହିଳାଙ୍କ ଉପରେ ଚଢିଗଲା କାର୍‌