www.samajalive.in
Friday, December 5, 2025
17.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଆଜିଠୁ କମିବ ବର୍ଷା, ପୁଣି ୧୩ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା: ୧୫ ତାରିଖ ଯାଏଁ ପ୍ରବଳ ବର୍ଷିବ..

ଆଜି ଶ୍ରୀମନ୍ଦିରରେ ରାଧାଷ୍ଟମୀ, ନଗର ପରିକ୍ରମା କରିବେ ଚକ୍ରରାଜ ସୁଦର୍ଶନଙ୍କ ଚଳନ୍ତି ପ୍ରତିମା..

- Advertisement -

ଆଠଗଡ ଖୁଣ୍ଟୁଣୀ ଧୁରୁସିଆ ଗାଁରେ ଅଘଟଣ: ଗଣେଶ ମୂର୍ତ୍ତି ଭସାଣି ବେଳେ ଛୁରାମାଡ, ଜଣେ ମୃତ, ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଛୁରାମାଡ, ଆଉ ଦୁଇ ଗୁରୁତରଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର, ଗାଁରେ ଉତ୍ତେଜନା..

କାମାକ୍ଷାନଗର: ୧୦ ଘଣ୍ଟା ପରେ ଫେରିଲା ଏସସିବିରେ ଭର୍ତ୍ତି ହୋଇଥିବା ଫରେଷ୍ଟର ଦୀପକ ସାହୁଙ୍କ ଚେତା, କାଲି ଭାଲୁକୁ ଟ୍ରାଙ୍କୁଲାଇଜ୍ କରିବାବେଳେ ଘଟିଥିଲା ଅଘଟଣ..

ବୃହସ୍ପତିଙ୍କ ପ୍ରଭାବ; ୨୦୨୪ ଶେଷ ପର୍ଯ୍ୟନ୍ତ ଏହି ରାଶି ହେବେ ଭାଗ୍ୟଶାଳୀ, ଭାଗ୍ୟ ବଦଳିବ, ହଠାତ୍‌ ମିଳିବ ଧନ..

ଉତ୍ତରପ୍ରଦେଶ ବାହାରିଚରେ ମଣିଷଖିଆ ଗଧିଆର ଉତ୍ପାତ: ଘରୁ ଟାଣି ନେଇ ୧୧ ବର୍ଷୀୟ ନାବାଳିକାକୁ ଲହୁଲୁହାଣ କଲା ଗୁରୁତର ଅବସ୍ଥାରେ ନାବାଳିକା ମେଡିକାଲରେ ଭର୍ତ୍ତି, ଏଯାବତ୍ ଗଧିଆ ଆକ୍ରମଣରେ ୯ ଜଣଙ୍କ ମୃତ୍ୟୁ , ୧୫ରୁ ଅଧିକ ଆହତ..

ବିଧାନସଭା ଅଧିବେଶନରେ ଆଜି ରହିଛି କୃଷି ଓ କୃଷକ ସଶକ୍ତିକରଣ , ବୟନ ଶିଳ୍ପ ଆଦି ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ବିଭାଗର ପ୍ରସଙ୍ଗ, ଶୂନ୍ୟକାଳରେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିପାରନ୍ତି ବିରୋଧୀ, ମଙ୍ଗଳବାର ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବ୍ୟୟ ମଞ୍ଜୁରୀ ବିଲ୍ ପାରିତ..

ଆଜି ସେମିକନ୍ ଇଣ୍ଡିଆ ୨୦୨୪ କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ..

ଭିଜିଲାନ୍ସ ଜାଲରେ ଭଞ୍ଜନଗର ଜଳସମ୍ପଦ ବିଭାଗର ଜେଇ..

ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଜେଇ ପ୍ରସନ୍ନ ସ୍ୱାଇଁଙ୍କ ଘରେ ଚଢାଉ..

ଦେଖନ୍ତୁ ଭିଡିଓ; ଆତ୍ମହତ୍ୟା କରିବା ପାଇଁ ରେଳ ଧାରଣାରେ ଯୁବତୀ, ସୁଲୁସୁଲିଆ ପବନରେ ନିଦ ଆସିଲା, ଟ୍ରେନ୍‌ ଆସିଲା, ତା’ପରେ..

ଭଞ୍ଜନଗର ଓ ବ୍ରହ୍ମପୁରର ମୋଟ ୯ଟି ସ୍ଥାନରେ ଚଢାଉ..

ବ୍ରହ୍ମପୁର: ବଡବଜାର ଗୌଡସାହିରେ ଘରେ ପଶି ଦମ୍ପତ୍ତିଙ୍କୁ ଛୁରାମାଡ କଲା ଦୁର୍ବୃତ୍ତ
ବେକ କାଟିବାକୁ ଉଦ୍ୟମ, ଗୁରୁତର ଦମ୍ପତ୍ତି ଏମକେସିଜିରେ ଭର୍ତ୍ତି
କିଏ ଓ କାହିଁକି ଛୁରାମାଡ କଲା କାରଣ ଅସ୍ପଷ୍ଟ..

ରାୟଗଡା କାଶୀପୁର ଥାନା ଅଞ୍ଚଳରେ ଜଘନ୍ୟ ହତ୍ୟା: ପ୍ରେମିକକୁ ଟାଙ୍ଗିଆରେ ହାଣି ହତ୍ୟା କଲା ପ୍ରେମିକାର ବାପା, ଅଭିଯୁକ୍ତ ଫେରାର୍..

୨୦୨୫ ମାର୍ଚ୍ଚ ସୁଦ୍ଧା ସବୁ ରାଜସ୍ୱ ଗାଁକୁ ବିଜୁଳି ସଂଯୋଗ
ପ୍ରଶ୍ନକାଳରେ ବିଜୁଳି ସଂଯୋଗ ନେଇ ଆଲୋଚନା
ଶକ୍ତିମନ୍ତ୍ରୀଙ୍କୁ ଘେରିଲେ ଶାସକ ଓ ବିରୋଧୀ ବିଧାୟକ..

ବଲାଙ୍ଗୀର ହିଟ୍ ଆଣ୍ଡ ରନ୍ ଘଟଣା ପ୍ରତିବାଦରେ ଗ୍ରାମବାସୀଙ୍କ ପକ୍ଷରୁ ୧୨ ଘଣ୍ଟିଆ ନୁନହାଡ ବନ୍ଦ ପାଳନ: ଦୃଢ କାର୍ଯ୍ୟାନୁଷ୍ଠାନ ଓ କ୍ଷତିପୂରଣ ଦାବି, ମଙ୍ଗଳବାର ନୁନହାଡ ଗାଁରେ କାର୍ ଧକ୍କାରେ ଯୁବତୀଙ୍କର ହୋଇଥିଲା ମୃତ୍ୟୁ, ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିଲା , ଆଉ ଦୁଇ ଯୁବତୀ ଗୁରୁତର ହୋଇଥିଲେ..

ଗୋମାତାଙ୍କ ସୁରକ୍ଷା ପାଇଁ ରାଜ୍ୟରେ ୨ ଶହ ଗୋଶାଳା କରିବେ ସରକାର, ଗୃହରେ ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଘୋଷଣା , ‘ଗୋଶାଳାକୁ ପ୍ରୋତ୍ସାହନ ପାଇଁ ସରକାର ଋଣ ଦେଉଛନ୍ତି’..

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

Related Articles

Popular Categories