www.samajalive.in
Friday, December 12, 2025
14.1 C
Bhubaneswar

ନକଲି ବିଦେଶୀ ମଦ କାରଖାନା ଠାବ

ବ୍ରହ୍ମପୁର : ନକଲି ବିଦେଶୀ ମଦ କାରଖାନା ଠାବ କରିବା ସହ ୩ ଜଣଙ୍କୁ ଗିରଫ କଲା ପୁଲିସ । ନିମଖଣ୍ଡି ଥାନା ଶ୍ରୀକ୍ଷେତ୍ର ବିହାରରେ ନକଲି ବିଦେଶୀ ମଦ ଫ୍ୟାକ୍ଟ୍ରି ଠାବ କରିଛି ପୁଲିସ । ପୁଲିସକୁ ଏକ ଗାଡି ଯାଞ୍ଚ ବେଳେ ସେଥିରୁ ନକଲି ମଦ ମିଳିଥିଲା ।  ଜବତ ନକଲି ବିଦେଶୀ ମଦର ଲିଙ୍କ୍ ଖୋଜୁ ଖୋଜୁ ପରେ ସମ୍ପୂର୍ଣ୍ଣ ଫ୍ୟାକ୍ଟ୍ରି ମିଳିଛି । ଏଠାରେ ନକଲି ମଦ ତିଆରି ହେଉଥିବା ଜଣାପଡିଛି । କାରଖାନାରୁ ସ୍ପିରିଟ୍ ସହ ମଦ ତିଆରିରେ ବ୍ୟବହୃତ ଅନ୍ୟ ସରଞ୍ଜାମ ଓ ସାମଗ୍ରୀ ଜବତ କରିଛି ପୁଲିସ ।

ନଭେମ୍ବର ୧୫ସୁଦ୍ଧା ସିସିଟିଭି ନଲାଗିଲେ ବାତିଲ ହେବ ପରୀକ୍ଷା

Hot this week

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

Related Articles

Popular Categories