ପେଟ୍ରୋଲ ପମ୍ପ ଆଗରେ ବିଜୁଯୁବ ଛାତ୍ର ଜନତା ଦଳର ଧାରଣା

0

କଟକ/ଭବାନୀପାଟଣା: ଅହେତୁକ ତୈଳ ଦରବୃଦ୍ଧି ପ୍ରତିବାରେ ଆଜି ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ଆଗରେ ବିଜୁଯୁବ ଛାତ୍ର ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦିଆଯାଇଛି । କଳାହାଣ୍ଡି ବିଜୁଯୁବ ଛାତ୍ର ଜନତା ଦଳ ତରଫରୁ ଭବାନୀପାଟଣାର ସମସ୍ତ ପେଟ୍ରୋଲ ପମ୍ପ ସମ୍ମୁଖରେ ଧାରଣା ଦେବା ସହିତ କେନ୍ଦ୍ର ମନ୍ତ୍ରୀ ଧ୍ରମେନ୍ଦ୍ର ପ୍ରଧାନଙ୍କ କୂଶପୁତ୍ତଳିକା ଦାହ କରାଯାଇଛି । ସେହିପରି କରି ରାୟଗଡ଼ା ଛାତ୍ର ବିଜୁ ଜନତା ଦଳ ପକ୍ଷରୁ ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦକୁ ନେଇ ବିକ୍ଷୋଭ କରାଯାଇଛି ।

Leave A Reply