www.samajalive.in
Saturday, December 6, 2025
17.1 C
Bhubaneswar

ଭିଜିଲାନ୍ସ ଜାଲରେ ସିଏଚ୍‌‌ଏସ୍‌‌ଇ ରେକର୍ଡ ସପ୍ଲାୟର

ଭୁବନେଶ୍ୱର: ସିଏଚ୍‌‌ଏସ୍‌‌ଇ ରେକର୍ଡ ସପ୍ଲାୟର ପୁରେନ୍ଦ୍ର ସେଠୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଘର ଓ ଅଫିସ ସମେତ ୩ଟି ସ୍ଥାନରେ ଚଢାଉ ହେଉଛି। ଭୁବନେଶ୍ୱର ଓ ଜଗତସିଂହପୁରରେ ଏକକାଳୀନ ତିନୋଟି ସ୍ଥାନରେ ସକାଳୁ ସକାଳୁ ଚଢାଉ କରିଛି ଭିଜିଲାନ୍ସ ଟିମ୍‌‌। ଭୁବନେଶ୍ୱରର କାନନ ବିହାର ସ୍ଥିତ ଘର, ସାମନ୍ତରାପୁରରେ ଥିବା ସିଏଚ୍‌‌ଏସ୍‌‌ଇ ଅଫିସ ଏବଂ ଜଗତସିଂହପୁରରେ ଥିବା ପୈତୃକ ଘରେ ଚଢାଉ ହୋଇଛି।  ଚଢାଉରେ ୩ଜଣ ଡିଏସପି, ଜଣେ ଆସିଣ୍ଡାଣ୍ଟ, ୫ଜଣ ଏଏସଆଇ ଓ ଅନ୍ୟ ଅଧିକାରୀ ସାମିଲ ଅଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories