www.samajalive.in
Saturday, December 13, 2025
26.1 C
Bhubaneswar

କଣ୍ଟାବାଞ୍ଜି ପ୍ରେସ କ୍ଲବର ନିର୍ବାଚନ ଅନୁଷ୍ଠିତ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ପ୍ରେସ କ୍ଲବର ୨୦୨୪-୨୫ ବର୍ଷ ପାଇଁ ନିର୍ବାଚନ ଶେଷ ହୋଇଯାଇଛି। ଚଳିତ ନିର୍ବାଚନରେ ସଭାପତି ଏବଂ ସମ୍ପାଦକ ପଦ ପାଇଁ ନିର୍ବାଚନ ହୋଇଥିଲା। ତେବେ ଏଥିରେ ନିର୍ଦ୍ୱନ୍ଦରେ ସଭାପତି ଭାବେ ପ୍ରଭଜିତ ସାଲୁଜା ଏବଂ ସମ୍ପାଦକ ପାଇଁ ସୁରଦାସ ବାଗ ମନୋନୀତ ହୋଇଥିବା ନିର୍ବାଚନ ଅଧିକାରୀ ବିବେକ ଶର୍ମା ତଥା ସହକାରୀ ନିର୍ବାଚନ ଅଧିକାରୀ ବିସିକେଶନ ମାଝି ସୂଚନା ଦେଇଛନ୍ତି। ନୂତନ ସଭାପତି ଏବଂ ସମ୍ପାଦକ କର୍ମକର୍ତା ମଧ୍ୟ ଚୟନ କରିସାରିଛନ୍ତି। କୋଷାଧକ୍ଷ ପାଇଁ କମଳଜିତ ସିଂ ମାଖିଜା, ଉପସଭାପତି ମନୋଜ ଶର୍ମା, ସୁଶାନ୍ତ ବେହେରା, ସୁବ୍ରତ ମହାକୁର ସେହିପରି ସହ-ସମ୍ପାଦକ (ଅଫିସ) ବିସିକେଶନ ମାଝି, ଅନିଲ ତ୍ରିପାଠୀ, ଉପଦେଷ୍ଟାରେ ଆଶିଷ ଖୈତାନ, ଦୁର୍ଗାପ୍ରସାଦ ଗୁପ୍ତା, ଆନନ୍ଦ ମୋଟେ, ଆଶୋକ ଖମାରି, କାର୍ଯ୍ୟକାରି ସଦସ୍ୟ ଜଗମୋହନ ତାଣ୍ଡି, ଅଙ୍କୁର ଅଗ୍ରୱାଲ, ଅମିତ ଶର୍ମା, କମଳ ଅଗ୍ରୱାଲ, ଗଣେଶ ଦାସ, ଦିନେଶ ଜୈନ, ଶୈଳେନ୍ଦ୍ର ଜୈନ, ଦୀପକ ପାଣିଗ୍ରାହୀ, ଦେବେଶ ଅଗ୍ରୱାଲ, ଶଙ୍କର ମାଝି, ବିକାଶ ଶର୍ମା ପ୍ରମୁଖ ରହିଛନ୍ତି।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories