www.samajalive.in
Saturday, December 6, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ ; ବିମାନବନ୍ଦରରେ ଯୁବକଙ୍କର ହେଲା ହୃଦଘାତ, ଜୀବନ ବଞ୍ଚାଇଲେ ଯବାନ..

ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ଅନେକ ଲୋକେ ହୃଦଘାତର ଶିକାର ହେଉଥିବା ଦେଖାଯାଉଛି । ଯୁବକ ହୁଅନ୍ତୁ ଅଥବା ବୟସ୍କ ଠାରେ ହୃଦଘାତର ମାମଲା ବଢି ବଢି ଚାଲିଛି । ସୋସିଆଲ ମିଡିଆରେ ଏଭଳି ଅନେକ ଘଟଣା ଭାଇରାଲ ହେଉଛି । ଖାଦ୍ୟ ଖାଇବା ସମୟରେ, ବିବାହ, ନାଚିବା ଆଦି ଅନେକ ସମୟରେ ହଠାତ୍‌ ହୃଦଘାତ ହେଉଥିବା ଭିଡିଓରେ ଦେଖାଯାଉଛି । ନିକଟରେ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି । ଘଟଣାଟି ହେଉଛି ଦିଲ୍ଲୀ ବିମାନବନ୍ଦରର । ଏଠାରେ ଜଣେ ଯୁବକ ଠିଆ ହୋଇଥିବା ସମୟରେ ହଠାତ୍‌ ତଳେ ପଡି ଯାଇଥିଲେ । ମାତ୍ର ସେଠାରେ ଥିବା ସିଆଇଏସଏଫ ଯବାନ ତାଙ୍କ ଜୀବନ ବଞ୍ଚାଇଛନ୍ତି।


ଭିଡିଓରେ ଦେଖିପାରିବେ ଯୁବକ ଜଣକ ତଳେ ପଡିଯିବା ପରେ ସିଆଇଏସଏଫ ଯବାନ ତାଙ୍କ ଛାତିରେ ସିପିଆର ଦେବା ସହ ହାତ ଓ ପାଦକୁ ଘଷୁଛନ୍ତି । ତାଙ୍କ ଚେତା ଫେରାଇ ଆଣିବାକୁ ଚେଷ୍ଟା କରୁଛନ୍ତି ।

ଦେଖନ୍ତୁ ଭିଡିଓ; ୱାଶିଂମେସିନରେ ଫଣା ଟେକି ଥିଲା କଳା ନାଗ, ତା’ପରେ..

- Advertisement -

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories