www.samajalive.in
Saturday, December 6, 2025
26.1 C
Bhubaneswar

ଆଳୁ ସଙ୍କଟ: ଆଜି ବସିବ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ଵର: ସାରା ରାଜ୍ୟରେ ଏବେ ଆଳୁ ସଙ୍କଟ ଦେଖାଦେଇଛି। ଗୋଦାମରେ ଯେତିକି ଆଳୁ ଅଛି , ତାହା ଦୁଇ ରୁ ତିନି ଦିନ ମଧ୍ୟରେ ଶେଷ ହୋଇଯିବ। ତେଣୁ ପଶ୍ଚିମବଙ୍ଗରୁ ଆଳୁ ସମେତ ଅନ୍ୟାନ୍ୟ ପନିପରିବା ସରବରାହ ନିମନ୍ତେ ଆଜି ରାଜ୍ୟ ମୁଖ୍ୟ ପ୍ରଶାସନିକ ଭବନ ନବାନ୍ନ ରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ।  ମୁଖ୍ୟ ଶାସନ ସଚିବ ବି ପି ଗୋପାଳିକା ଙ୍କ ସମେତ ବହୁ ଆଳୁ ବ୍ୟବସାୟୀମାନେ ଏହି ବୈଠକରେ ଯୋଗଦେବେ। ହୁଗୁଳି ଜିଲ୍ଲା ସିଙ୍ଗୁର ଓ ତାରକେଶ୍ୱର୍ ଶୀତଳ ଭଣ୍ଡାରରେ ଏବେବି ୩୭ ଲକ୍ଷ ଟନ୍ ଆଳୁ ଗଚ୍ଛିତ ରହିଛି। ଓଡ଼ିଶା କୁ ଆଳୁ ପଠାଗଲେ କୌଣସି ସମସ୍ୟା ହେବନାହିଁ ବୋଲି ବ୍ୟବସାୟୀ ମାନେ କହିଛନ୍ତି । ଆଳୁ ଚାଷୀ ଓ ବ୍ୟବସାୟୀ ମାନେ ଅନ୍ୟ ରାଜ୍ୟକୁ ଆଳୁ ନ ପଠାଇବା ଦ୍ଵାରା  ଆର୍ଥିକ ସଙ୍କଟ ଉପୁଜିଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories