୨ଥର ଭୂକମ୍ପ ଝଟକାରେ ଥରିଲା ଜମ୍ମୁ-କାଶ୍ମୀରର
ଶ୍ରୀନଗର :ଜମ୍ମୁ-କାଶ୍ମୀରର ବାରମୁଲାରେ ମଙ୍ଗଳବାର ସକାଳେ ତୀବ୍ର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏନସିଏସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ବାରମୁଲାରେ ୨ଥର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୯ ଓ ୪.୮ ରେକର୍ଡ କରାଯାଇଛି । ପ୍ରଥମେ ରିକ୍ଟର ସ୍କେଲରେ ୪.୯ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ବେଳେ ୨ୟ ଥର ୪.୮ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏଥିରେ ଧନ ଜୀବନ ହାନୀ ହୋଇଥିବା ନେଇ କୌଣସି ସୂଚନା ମିଳି ନାହିଁ ।
ରାତିରେ ଖାଦ୍ୟ ଖାଇବାର କେତେ ସମୟ ପରେ ଚାଲିବେ? ମିଳିବ ଆଶ୍ଚର୍ଯ୍ୟଜନକ ଲାଭ..
Comments are closed.