www.samajalive.in
Saturday, December 6, 2025
15.1 C
Bhubaneswar

ନଦୀରେ ଲାପଟପ ଖୋଲି କାମ କରୁଥିଲେ, ଭିଡିଓ ଦେଖି ଏମିତି କହିଲେ ଲୋକେ

ନୂଆଦିଲ୍ଲୀ :  କରୋନା ମହାମାରୀ ସମୟରେ ଅନେକ ଲୋକ ନିଜ ଘରୁ କାମ କରିବା ଆରମ୍ଭ କରିଦେଇଥିଲେ । ସେହି ସମୟରେ ଓ୍ବର୍କ ଫ୍ରମ୍ ହୋମ୍ ଏକ ସାଧାରଣ କଥା ଥିଲା କିନ୍ତୁ ଲୋକମାନେ ଏଥିରେ ଅଭ୍ୟସ୍ତ ହୋଇଯାଇଥିଲେ । ତେବେ ଆପଣ କେବେ କାହାକୁ ସ୍ନାନ କରିବା ସମୟରେ ଅଫିସ କାମ କରିବା ଦେଖିଛନ୍ତି କି ? ଏମିତି ଏକ ଭିଡିଓ ଏବେ ଭାଇରାଲ ହେଉଛି ଯେଉଁଥିରେ ଜଣେ ବ୍ୟକ୍ତି ନଦୀରେ ଗାଧୋଇବା ସମୟରେ ଲାପଟପରେ କାମ କରୁଛନ୍ତି ।

 

View this post on Instagram

 

A post shared by THE SOCIAL FORMULA (@social_formula)

- Advertisement -

ଇନଷ୍ଟାଗ୍ରାମରେ ଏହି ଭିଡିଓଟି ସେୟାର ହୋଇଛି । ସମସ୍ତେ ଏହାକୁ ପସନ୍ଦ କରିବା ସହ ମଜାଳିଆ ପ୍ରତିକ୍ରିୟା ରଖୁଛନ୍ତି । କିଛି ଲୋକ ତାଙ୍କୁ ଲାପଟପକୁ ପାଣିରେ ଫୋପାଡିଦେଇ ଜୀବନକୁ ଉପଭୋଗ କରିବାକୁ ପରାମର୍ଶ ଦେଉଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories